Below header

ଡାୟାବେଟିସ ପାଇଁ ରାମବାଣ ଚିକିତ୍ସା, କେବଳ ଏହି ଗୋଟିଏ ଜିନିଷ ଖାଇଲେ କଣ୍ଟ୍ରୋଲ ରହିବ ବ୍ଲଡ଼ ସୁଗାର

ଆଜିକାଲି କମ ବୟସରେ ଡାୟାବେଟିସ ହେବ ଏକ ସାଧାରଣ ସମସ୍ୟା | ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଜୀବନଶୈଳୀ | ଦୁଶ୍ଚିନ୍ତା ଓ ଖାଦ୍ୟ ପାନୀୟର ଅନିୟମିତତା ଶରୀରରେ କେତେ ପ୍ରକାର ରୋଗ ସୃଷ୍ଟି କରେ |

ଏବେ ଦେଶର ଏକ ବଡ ଜନସଂଖ୍ୟା ଡାୟାବେଟିସର ଶିକାର | ବ୍ଲଡ଼ ସୁଗାର ପାଇଁ ଡାକ୍ତରଙ୍କ ଉପଦେଶ ନେବା ନିହାତି ଜରୁରୀ | ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଚିକିତ୍ସା ସମ୍ପର୍କରେ କହିବୁ ଯାହା ଡାୟାବେଟିସ ପାଇଁ ରାମବାଣ ସଦୃଶ ହେବ |

ପଣସ ଅଟା :

ଗବେଷକଙ୍କ ଅନୁଯାଇ ପ୍ରତିଦିନ ପଣସ ଅଟା ବ୍ୟବହାର କରିବା ଦ୍ୱାରା ଟାଇପ -2 ଡାୟାବେଟିସ ରୋଗୀଙ୍କୁ ବହୁତ ଫାଇଦା ମିଳିଥାଏ | ଗବେଷକଙ୍କ କହିବା ଅନୁଯାଇ ପଣସ ଅଟା ସବୁଦିନ ଖାଇବା ଦ୍ୱାରା ପ୍ଳାସମା ଶର୍କରା କମ କରିଥାଏ | ଗବେଷକମାନେ ପ୍ରାୟ 40 ଲୋକଙ୍କ ଉପରେ ଗବେଷଣା କରିଥିଲେ | ଗୋଟିଏ ଗ୍ରୁପ୍ କୁ 12 ସପ୍ତାହ ପଣସ ଅଟେ ଓ ଅନ୍ୟ ଗ୍ରୁପ କୁ ସାଧାରଣ ଅଟେ ଖାଇବାକୁ ଦେଇଥିଲେ | ଯେଉଁମାନେ ପଣସ ଅଟା ଖାଇଥିଲେ 7 ଦିନ ଭିତରେ ସେମାନଙ୍କର ବ୍ଲଡ଼ ସୁଗାର ଲେବଲ କମିଯିବାର ଦେଖାଯାଇଥିଲା |

ପଣସ ଅଟା ର ଫାଇଦା :

1. ପଣସ ଅଟା ଖାଇବା ଦ୍ୱାରା ମଧୁମେହ ରୋଗକୁ କଣ୍ଟ୍ରୋଲ କରାଯାଇଥାଏ |

2. ଟାଇପ-2 ଡାୟାବେଟିସ ରୋଗୀଙ୍କ ପାଇଁ ବହୁତ ଉପକାରୀ ପଣସ ଅଟା |

3. ବ୍ଲଡ଼ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ ପଣସ ଅଟା |

4. ପଣସ ଅଟା ମୋଟାପଣକୁ ମଧ୍ୟ କଣ୍ଟ୍ରୋଲ କରିଥାଏ |

5. ପଣସ ଅଟା ଖାଇବା ଦ୍ୱାରା ହାଡ ମଜବୁତ ରହିଥାଏ ଓ ଆପଣ ଦୀର୍ଘ ସମୟ ଯାଏ ଯୁବକ ରହିଥାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.