ଛାତିରେ କେଶ ଥିବା ପୁରୁଷ ଅଧିକ ହୁଅନ୍ତି ଭାଗ୍ୟଶାଳୀ, କାରଣ ଜାଣି ହେବେ ଆଶ୍ଚର‌୍ୟ୍ୟ

ମନୁଷ୍ୟ ଶରୀରର ଅଙ୍ଗ ତାହା ବିଷୟରେ ଅନେକ ସୂଚନା ଦେଇଥାଏ। ଏପରିକି ଏହା ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଏବଂ ବ୍ୟବହାର ବିଷୟରେ ମଧ୍ୟ ଜଣାପଡ଼ିଥାଏ। ଆପଣ ଜାଣିଛନ୍ତି କି, ଶାସ୍ତ୍ରନୁଯାୟୀ ପୁରୁଷଙ୍କ ଶରୀରର କେଶ ତାଙ୍କ ସମ୍ବନ୍ଧୀୟ ଅନେକ କଥା ବଖାଣିଥାଏ। ଏପରି ମଧ୍ୟ କୁହାଯାଇଥାଏ ଯେଉଁ ପୁରୁଷଙ୍କ ଛାତିରେ ଅଧିକ କେଶ ରହିଥାଏ ସେମାନେ ଅଧିକ ବିଶ୍ବାସଯୋଗ୍ୟ ହୋଇଥାନ୍ତି।

trim-chest-hair

ପୁରୁଷଙ୍କ ଛାତି କେଶର କଣ ରହିଛି ରାଜ୍

-ଚଉଡ଼ା ଛାତିଥିବା ପୁରୁଷ ଅଧିକ ଧନୀ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଅଧିକ ପରିଶ୍ରମୀ ହେବା ସହ ସମାଜରେ ନିଜର ଏକ ଖ୍ୟାତି ପ୍ରସ୍ତୁତ କରିଥାନ୍ତି।

man hair less

-ଶାସ୍ତ୍ରନୁଯାୟୀ, ଯେଉଁ ପୁରୁଷର ଛାତିରେ ଅଧିକ କେଶ ରହିଥାଏ ସେ ଅଧିକ ଶାନ୍ତ ସ୍ବଭାବର ହୋଇଥାନ୍ତି। ଏପରିକି ଅଧିକ ଭାବୁକ ହେବା ସହ ମହିଳାଙ୍କ ମାନଙ୍କୁ ଅଧିକ ଆର୍କଷିତ କରାଇଥାନ୍ତି। ଏପରିକି ଏହି ବର୍ଗର ପୁରୁଷ ଶରୀରିକ ମଜବୁତ ମଧ୍ୟ ହୋଇଥାନ୍ତି।

– ଯଦି କୌଣସି ପୁରୁଷର ଛାତିରେ କମ କେଶ ରହିଥାଏ। ତେବେ ସେ ଧନବାନ, ବୁଦ୍ଧିମାନ୍ ଏବଂ ସଙ୍ଗୀତ ପ୍ରତି ରୁଚି ରଖିଥିବା ବ୍ୟକ୍ତି ହୋଇଥାନ୍ତି।