Below header

ପୁଣି ପୋଖରୀରେ ବୁଡ଼ିଗଲେ ଭାଇ ଓ ଭଉଣୀ

ମାଲକାନଗିରି (କେନ୍ୟୁଜ୍) : ବୁଡ଼ିଗଲେ ଭାଇ ଓ ଭଉଣୀ। ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ମାଲିମେଳା ସାଲିମାରିକଣ୍ଡା ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ହେଲେ ରାମୀ ପଡ଼ିଆମୀ ଓ ବିବେକ ମାଡ଼କାମୀ। ଗାଁଲୋକେ ଦୁଇ ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.