‘ଆମ ଘରେ ଏଲଇଡି’ : ଏବେ ମାଗଣାରେ ମିଳିବ ଏଲଇଡି ଲାଇଟ

ଭୁବନେଶ୍ବର (କେନ୍ୟୁଜ୍) : ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଏଲଇଡି ଲାଇଟ । ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । NFSA ଓ SFSS ହିତାଧିକାରୀଙ୍କୁ ମିଳିବ ମାଗଣା ଲାଇଟ ମିଳିବ ।

naveen 2

ହିତାଧିକାରୀଙ୍କୁ ୯ ଓ୍ଵାଟର ୪ଟି ଏଲଇଡି ଲାଇଟ ଦିଆଯିବ । ୯୫ ଲକ୍ଷ ପରିବାର ଏଥିରେ ଉପକୃତ ହେବେ । ଆସନ୍ତା ଜାନୁୟାରୀ ଓ ଫେବୃଆରୀ ୧୫ରେ ଆଗାମୀ ପୀଠା କ୍ୟାମ୍ପରେ ଏହି ଲାଇଟ ବଣ୍ଟାଯିବ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.