Below header

ବିବାହ ପାଇଁ ଝିଅ ଦେଖିବାକୁ ଯାଉଛନ୍ତି କି ? ତେବେ ଜାତକ ନୁହେଁ, ଆଙ୍ଗୁଠି ଦେଖନ୍ତୁ

ସମସ୍ତେ ନିଜ ଜୀବନରେ ଉତ୍ତମ ଜୀବନସାଥି ପାଇବାକୁ ଚାହାନ୍ତି। ବିବାହ ପାଇଁ ଜୀବନସାଥୀ ଖୋଜୁଥିଲେ ଆପଣଙ୍କୁ ଅନେକ ଦିଗକୁ ଦ୍ରୁଷ୍ଟି ଦେବାକୁ ପଡିଥାଏ। ଯଦି ଆପଣ ମଧ୍ୟ ଉତ୍ତମ ଜୀବନସାଥି ଖୋଜୁଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ। ଜ୍ୟେତିଷ ଶାସ୍ତ୍ର ଅନୁସାରେ ମହିଳାଙ୍କ ଆଙ୍ଗୁଳି ଦେଖି ଆପଣ ନିଜ ପାଇଁ ପରଫେକ୍ଟ ଜୀବନସାଥି ପାଇପାରିବେ।

lamba fingerଯେଉଁ ଝିଅଙ୍କ ଆଙ୍ଗୁଠି ଚିକ୍କଣ, ସୀଧା ଏବଂ ଗଣ୍ଠିଯୁକ୍ତ ହୋଇଥାଏ, ସେହି ଝିଅ ବୈବାହିକ ଜୀବନରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ଏହା ସହ ପଢ଼ନ୍ତୁ : ସବୁ ପ୍ରେମୀ କରନ୍ତୁ ଏହି କାମ, ପ୍ରେମିକା କେବେ ହେବେନି ଦୂର

ଯେଉଁ ଝିଅଙ୍କ ଆଙ୍ଗୁଠି ଛୋଟ ହୋଇଥାଏ ସେହିମାନେ ଅଧିକ ଖର୍ଚ୍ଚୀ ସ୍ବଭାବର ହୋଇଥାନ୍ତି। ଏହା ସହିତ ତାଙ୍କର ଭବିଷ୍ୟତ ବହୁତ ସମସ୍ୟାରେ ଭରି ରହିଥାଏ।

mota fingerଗୋଲ ଏବଂ ଲମ୍ବାଳିଆ ଆଙ୍ଗୁଠିର ଝିଅମାନେ ବୈବାହିକ ଜୀବନ ପାଇଁ ବହୁତ ପରଫେକ୍ଟ ବୋଲି ଧରାଯାଏ।
ଯେଉଁ ଝିଅଙ୍କର ଆଙ୍ଗୁଳିରେ ତିନି ପର୍ବ ହୋଇଥାଏ, ସେମାନଙ୍କୁ ବହୁତ ଭାଗ୍ୟଶାଳୀ ବୋଲି ଧରାଯାଏ।

girl fingerଯେଉଁ ଝିଅଙ୍କର ଦୁଇଟି ହାତର ଆଙ୍ଗୁଳିକୁ ଯୋଡିଲା ପରେ ଯଦି ତାହା ମଝିରେ ଫାଙ୍କ ଦେଖାଯାଉଥାଏ, ତେବେ ତାଙ୍କର ବୈବାହିକ ଜୀବନ ସୁଖ,ଶାନ୍ତି ହିସାବରେ ଭଲ ବୋଲି ଧରାଯାଇଥାଏ।

ଯେଉଁ ଝିଅଙ୍କର ହାତ ପଛରେ କେଶ ହୋଇଥାଏ, ସେମାନଙ୍କୁ ବୈବାହିକ ଜୀବନରେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.