Below header

ନାସାର ରିପୋର୍ଟ : ୧୮୮୦ ପରେ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ୨୦୧୯

ନୂଆଦିଲ୍ଲୀ (କେନ୍ୟୁଜ୍) : ୨୦୧୯ ଥିଲା ଦ୍ୱିତୀୟ ଗରମ ବର୍ଷ । ନାସା ଓ NOAA ଏହି ସୂଚନା ଦେଇଛି । ୧୮୮୦ ସବୁଠୁ ଉତ୍ତପ୍ତ ବର୍ଷ ହୋଇଥିବା ବେଳେ ୨୦୧୯ ଦ୍ୱିତୀୟ । ୧୮୮୦ ପରେ ଏଭଳି ଗରମ ବର୍ଷ ଅନୁଭବ ହୋଇନଥିବା ନାସା କହିଛି । ପୂର୍ବ ୫ ବର୍ଷ ୧୪୦ ବର୍ଷର ରେକର୍ଡ ଭାଙ୍ଗିଛି । ପୂର୍ବ ୫ ବର୍ଷ ଥିଲା ସବୁଠୁ ଅଧିକ ଗରମ ଅନୁଭୁତ ବର୍ଷ । ୧୯୫୧ରୁ ୧୯୮୦ ପର୍ଯ୍ୟନ୍ତ ଦଶମିକ ୯୮ ଡିଗ୍ରୀ ସେଲସିୟସ ଗରମ ଥିଲା । ୧୯୬୦ ପରୁଠୁ ପ୍ରତି ୧୦ ବର୍ଷରେ ଗରମ ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.