Below header

ଆତଙ୍କବାଦୀଙ୍କ ପାଇଁ ଅଶୁଭ ୨୦୧୮, ଚଳିତ ବର୍ଷ ନିପାତ ହୋଇଛନ୍ତି ୨୨୩ ଉଗ୍ରବାଦୀ

ଭୁବନେଶ୍ବର : ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ ୨୨୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ଗତ ୮ ବର୍ଷ ମଧ୍ୟରେ ଆତଙ୍କବାଦୀ ନିପାତରେ ଏହା ସର୍ବାଧିକ । ଗତ ବର୍ଷ ୪୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବର୍ଷ ୭୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ୨୦୧୦ରେ ୨୩୨ ଜଣ ଆତଙ୍କବାଦୀଙ୍କ ନିହତ ହୋଇଥିଲେ । ୨୦୧୭ରେ ୨୧୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଚଳିତ ବର୍ଷ ୨୦୧୭ର ସଂଖ୍ୟାକୁ ଟପି ଯାଇଛି ।ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି । ଗତକାଲିଠାରୁ ଜାରି ରହିଛି ଅପରେସନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.