Below header

୪ ରାଜ୍ୟରେ ମୃଦୁ ଭୂକମ୍ପ: ଦୋହଲିଲା ତାମିଲନାଡ଼ୁ, କର୍ଣ୍ଣାଟକ, ମେଘାଳୟ ଓ ଗୁଜରାଟରେ

୪ ରାଜ୍ୟରେ ମୃଦୁ ଭୂକମ୍ପ । ତାମିଲନାଡ଼ୁ, କର୍ଣ୍ଣାଟକ, ମେଘାଳୟ ଓ ଗୁଜୁରାଟରେ ଭୂକମ୍ପର ସାମାନ୍ୟ ଝଟକା। ୪ଟି ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରୁ କମ୍ ରହିଛି। କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ ରିପୋର୍ଟ ନାହିଁ।

ନୂଆଦିଲ୍ଲୀ : ୪ ରାଜ୍ୟରେ ମୃଦୁ ଭୂକମ୍ପ । ତାମିଲନାଡ଼ୁ, କର୍ଣ୍ଣାଟକ, ମେଘାଳୟ ଓ ଗୁଜୁରାଟରେ ଭୂକମ୍ପର ସାମାନ୍ୟ ଝଟକା। ୪ଟି ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରୁ କମ୍ ରହିଛି। କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ ରିପୋର୍ଟ ନାହିଁ। ଗୁଜରାଟ କଛରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ସେହିଭଳି ମେଘାଳୟରେ ୩.୮ ତୀବ୍ରତାର ଝଟକା ଅନୁଭୂତ ହୋଇଛି। ତାମିଲନାଡ଼ୁରେ ୩.୨ ଏବଂ କର୍ଣ୍ଣାଟକରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। କର୍ଣ୍ଣାଟକ ବିଜୟପୁରାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.