ଦିଲ୍ଲୀ ଏମ୍ସ ଅପରେସନ ଥିଏଟରରେ ନିଆଁ !

ଦେଶର ସବୁଠାରୁ ବଡ ହସ୍ପିଟାଲ ଏମ୍ସର ଅପରେସନ ଥିଏଟରରେ ଲାଗିଛି ନିଆଁ । ହସ୍ପିଟାଲ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ଖବର ଦେଇଥିଲେ  । ଖବର ପାଇ ଘଟଣା ସ୍ଥଳରେ ୪ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିବାର ଜଣା ପଡିଛି । ମିଳିଥିବା ସୁଚନା ମୁତାବକ ଅଗ୍ନିକାଣ୍ଡ ବେଳେ ଓଟିରେ କେହି ରୋଗୀ ନଥିବାରୁ ନିଆଁକୁ ଆୟତ୍ତ କରିବା ସହଜ ହୋଇଥିଲା ବୋଲି ସୁଚନା ମିଳିଛି । ହେଲେ ଦେଶର ବଡ ମେଡିକାଲରେ ଏଭଳି ଅଗ୍ନକାଣ୍ଡ ଘଟଣା ଶୁଣି ରୋଗୀ ଓ ରୋଗୀଙ୍କ ସମ୍ପର୍କିୟଙ୍କ ମଧ୍ୟରେ ଡର ବଢିଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.