Below header

ଛତିଶଗଡ଼ ସୁକମା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ଛତିଶଗଡ଼ (କେନ୍ୟୂଜ୍) : ୪ ଆତଙ୍କବାଦୀ ସଫା। ଛତିଶଗଡ଼ ସୁକମା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଓ ଇନ୍ସାସ ରାଇଫଲ ଜବତ ହୋଇଛି। ସଂପୃକ୍ତ ଅଞ୍ଚଳରେ ମାଓକାର୍ଯ୍ୟକଳାପ ଚାଲିଥିବା ଖବର ପାଇ କୋବ୍ରା ଓ DRG ମିଳିତ ଭାବେ ଏନ୍କାଉଣ୍ଟର କରିଥିଲେ। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ DG ଡିଏମ୍.ଅଓ୍ଵସ୍ତି। ଏବେବି ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.