Below header

ପୁଣି କଳାହାଣ୍ଡିରେ ମାଓ ପୋଷ୍ଟର

କଳାହାଣ୍ଡି (କେନ୍ୟୁଜ୍) : ପୁଣି ମାଓ ପୋଷ୍ଟର। ଏମ୍. ରାମପୁର ଥାନା ବେଲଗାଁ ଠାରେ KKBN ପକ୍ଷରୁ ଏହି ମାଓ ପୋଷ୍ଟର ଲଗାଯାଇଛି। ପୋଷ୍ଟର ମାଧ୍ୟମରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦିଆଯାଇଛି। ଏହାସହ ମୃତ୍ୟୁଦଣ୍ଡ ଦେବାକୁ ମଧ୍ୟ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.