Below header

ତାମିଲନାଡୁର ନମକ୍କଲରୁ ୧୪.୫୪କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ

ନମକ୍କଲ(ତାମିଲନାଡୁ) : ଆୟକର ବିଭାଗର ଅଧିକାରୀମାନେ ନାମକ୍କଲ ଜିଲ୍ଲାର ପିଏସକେ ଇଞ୍ଜିନିୟରିଙ୍ଗ କନଷ୍ଟ୍ରକସନ୍ ଆଣ୍ଡ କମ୍ପାନୀ ପରିସରରକୁ ୧୪.୫୪କୋଟି ଟଙ୍କା ଜବତ କରିଛନ୍ତି । ଏହି ରାଶି ପିଏସକେ ଇଞ୍ଜିନିୟରିଙ୍ଗ କନଷ୍ଟ୍ରକସନ୍ ଆଣ୍ଡ କମ୍ପାନୀ ସହିତ ଜଡିତ ଥିବା ଚୋରୋଟି ଏରିଆ ଭିତରୁ ଜବତ କରାଯାଇଛି। ଏହି ଚଢାଉରେ ବିପୁଳ ଟଙ୍କା ସହିତ ବିଭିନ୍ନ ଦସ୍ତାବିଜ୍,ଖାତା,ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ମିଳିଥିବା ସୂଚନା ମିଳିଛି ।

raid ନାମକ୍କଲ ସ୍ଥିତ କନଷ୍ଟ୍ରକସନ୍ ଫାର୍ମ ସହିତ ଜଡିତ ସ୍ଥାନମାନଙ୍କରେ ଶୁକ୍ରବାର ଚଢାଉ କରାଯାଇଥିଲା । ସୂତ୍ର ଅନୁଯାୟୀ ଆଇଟି ବିଭାଗର ଅଧିକାରୀଙ୍କୁ ଏଠାରେ ବିପୁଳ ପରିମାଣରେ ବେଆଇନ ଅର୍ଥ ଥିବା ପୂର୍ବରୁ ସୂଚନା ମିଳିଥିଲା । ରାଜ୍ୟର ୩୯ ଲୋକସଭା ସିଟ୍ ରେ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଏହି ଚଢାଉ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.