Below header

ମହିଳା ଦିବସରେ ପାକିସ୍ତାନରେ ହିଂସା କାଣ୍ଡ, ମାର୍ଚିଂ ବେଳେ ମହିଳାଙ୍କ ଉପରକୁ ଫୋପାଡିଲେ ଜୋତା-ପଥର

ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦରେ ଅର୍ନ୍ତଜାତୀୟ ମହିଳା ଦିବସରେ ପ୍ରଦର୍ଶନ କରୁଥିବା ମହିଳାଙ୍କ ଉପରକୁ ଖୁବ୍‌ ଜୋରରେ ପଥର ମାଡ ହୋଇଥିଲା। ଏଠାରେ କିଛି ଇସଲାମିକ୍‌ ସମ୍ପ୍ରଦାୟମାନେ ମହିଳାମାନେ ମାର୍ଚ କରିବା ସମୟରେ ସେମାନଙ୍କ ଉପରକୁ ଇଟା, ପଥର, ବାଡି ଏବଂ ଜୋତା ଫୋପାଡିଥିଲେ। ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ପୋଲିସ ଅଧିକାରୀ ମଜହର ନିୟାନୀ କହିଛନ୍ତି ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ଘଟିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.