Browsing Tag

womens day

ଜ୍ୟୋସ୍ନାଙ୍କ କିରଣରେ ଉଦଭାସିତ କୋରାପୁଟ, ନିଜ ସହିତ ଶହ ଶହ ମହିଳାଙ୍କୁ କରାଇଛନ୍ତି ଆତ୍ମନିର୍ଭରଶୀଳ

କୋରାପୁଟ(କେନ୍ୟୁଜ): ମୁଣ୍ଡରେ ଟୋପି ଓ ଆପରନ ପରିଧାନ କରି କାଫେରେ କାମ କରୁଥିବା ମହିଳାମାନେ ଅସଲରେ ଏହି ସୁନ୍ଦର କାଫେର ମାଲିକାଣି । ଦିନେ ସ୍ଵାମୀଙ୍କ ହାତକୁ ଚାହିଁରହି ଘରର ଚାରି କାନ୍ଥ ଭିତରେ ରହିଥିବା ଏହି ମହିଳାମାନେ ଏବେ ନିଜେ ଉପାର୍ଜନକ୍ଷମ । ଏଭଳି ଗ୍ରାମାଂଚଳର ଶହ ଶହ…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ସିଏ ଅଦୃଶ୍ୟର ‘ଦେବୀ’, ପୂଜା ନୁହେଁ ଲୋଡେ ସମ୍ମାନ

ଭୁବନେଶ୍ୱର (କେନ୍ୟୁଜ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ଅଧିକାର ପାଇଁ ଏହା ଏକ ଅଭିଯାନ। ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଥିମ ସହିତ ପାଳନ କରାଯାଏ । ଚଳିତବର୍ଷର ଥିମ ରହିଛି…

ଅନ୍ତର୍ଜାତୀୟ ମହିଳା ଦିବସ: ଏଥରର ଥିମ୍‌ ରହିଛି Embrace Equity

ଆଜି ମାର୍ଚ୍ଚ ୮। ଅନ୍ତର୍ଜାତୀୟ ମହିଳା ଦିବସ। ନାରୀ ସର୍ବଂସହା, ଜଗତ ଜନନୀ। ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି । ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପ୍ରତି…

ମହିଳା ମାଓବାଦୀ ପାଳିଲେ ମହିଳା ଦିବସ, ଜଙ୍ଗଲରେ କଲେ ଏକ ବିରାଟ ରାଲିର ଆୟୋଜନ

ମାଲକାନଗିରି: ମହିଳା ମାଓବାଦୀ ପାଳିଲେ ମହିଳା ଦିବସ। ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜଙ୍ଗଲରେ ମାଓବାଦୀମାନେ ପାଳିଛନ୍ତି ବିଶ୍ୱ ମହିଳା ଦିବସ। ଭେରମଗଡ଼ ଏରିଆ କମିଟି ପକ୍ଷରୁ କେରଲାପାଲ ଗାଁର ଆଭ୍ୟନ୍ତରୀଣ ଜଙ୍ଗଲରେ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା। ମହିଳାଙ୍କ ପ୍ରତି…

ମହିଳା ଦିବସରେ କମ୍ପି ଉଠିଲା ବାରାଣସୀ, ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇ ‘ଶିବ ତାଣ୍ଡବ ସ୍ତୋତ୍ର’ ପାଠ କଲେ ୧ ହଜାର ମହିଳା

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାରାଣସୀରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ୧ ହଜାର ମହିଳା ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇ ସମୂହ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିଥିଲେ। ମହିଳାମାନଙ୍କର ଏହି ଗାୟନରେ ପୂରା ପରିବେଶ ଭକ୍ତିମୟ ହୋଇପଡ଼ିଥିଲା। ଏହି ବିରାଟ ଆୟୋଜନର ଏକ ଭିଡିଓ…

ବରଗଡ଼ର ଦିବ୍ୟାଙ୍ଗ ଛାତ୍ରୀ ପି. ଅଞ୍ଜଳି: ଯିଏ ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ

ବରଗଡ଼: ମାର୍ଚ୍ଚ ୮ ତାରିଖ । ଆଜି ବିଶ୍ୱ ମହିଳା ଦିବସ । ମହିଳା ମାନଙ୍କ ସଂଘର୍ଷ, ଅଧିକାର, ବଳିଦାନକୁ ନେଇ ପାଳନ ହୁଏ ଏହି ସ୍ୱତନ୍ତ୍ର ଦିବସ । ଏମିତି ଏକ ନିଆରା କାହାଣୀ ନେଉଛି ପି. ଅଞ୍ଜଳିଙ୍କର। ଜଣେ ଦିବ୍ୟାଙ୍ଗ ଝିଅ ହେଇଥିଲେ ବି, ଅଞ୍ଜଳି ହିନ୍ଦୀ ସାହିତ୍ୟରେ ଏମ. ଫିଲ ଡିଗ୍ରୀ ଗୁଜୁରାଟ…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ଚଳିତ ବର୍ଷର ଥିମ୍‌ ରହିଛି ‘ଚୁଜ୍‌ ଟୁ ଚ୍ୟାଲେଞ୍ଜ’

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଜାତି ସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏହା ନାରୀ ଅଧିକାରର ଦିବସ । ବାଇଗଣୀ ରିବନ୍‌ ଏହି ଦିନର ପ୍ରତୀକ । ସାମାଜିକ କ୍ଷେତ୍ରରେ ମହିଳା ନିଜ ଅଧିକାର ଓ ଦକ୍ଷତା ପ୍ରତିପାଦିତ…

ମହିଳା ଦିବସରେ ପାକିସ୍ତାନରେ ହିଂସା କାଣ୍ଡ, ମାର୍ଚିଂ ବେଳେ ମହିଳାଙ୍କ ଉପରକୁ ଫୋପାଡିଲେ ଜୋତା-ପଥର

ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦରେ ଅର୍ନ୍ତଜାତୀୟ ମହିଳା ଦିବସରେ ପ୍ରଦର୍ଶନ କରୁଥିବା ମହିଳାଙ୍କ ଉପରକୁ ଖୁବ୍‌ ଜୋରରେ ପଥର ମାଡ ହୋଇଥିଲା। ଏଠାରେ କିଛି ଇସଲାମିକ୍‌ ସମ୍ପ୍ରଦାୟମାନେ ମହିଳାମାନେ ମାର୍ଚ କରିବା ସମୟରେ ସେମାନଙ୍କ ଉପରକୁ ଇଟା, ପଥର, ବାଡି ଏବଂ ଜୋତା ଫୋପାଡିଥିଲେ। ରିପୋର୍ଟ…

ଜାଣନ୍ତୁ କେବେଠାରୁ ପାଳନ ହେଉଛି ମହିଳା ଦିବସ, ଏହାପଛରେ କ’ଣ ରହିଛି କାରଣ

ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଏବଂ ଭଲପାଇବାକୁ ପ୍ରକଟ କରିବାକୁ ନେଇ ନାରୀମାନଙ୍କ ପ୍ରତ୍ୟେକ କ୍ଷେତ୍ରରେ ପାଳନ କରାଯାଏ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ। ପ୍ରତ୍ୟେକ ବର୍ଷ ୮ମାର୍ଚ୍ଚରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଏ। କିନ୍ତୁ କଣ ଆପଣ…

ବାଲେଶ୍ବରର ଗୋପାମୁଦ୍ରା , ମହିଳାଙ୍କୁ ଦେଇଛନ୍ତି ଏକ ଭିନ୍ନ ପରିଚୟ

ବାଲେଶ୍ୱରରେ ଏଭଳି ଜଣେ ମହିଳା ଅଛନ୍ତି ଯାହାଙ୍କ ବ୍ୟକ୍ତିତ୍ୱ ଓ ସମାଜସେବା ମନୋବୃତ୍ତି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଅସହାୟ, ନିର‌୍ୟାତିତା ମହିଳାଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ଆତ୍ମନିର୍ଭରଶୀଳ କରିବା ଦିଗରେ ତାଙ୍କର ରହିଛି ବଳିଷ୍ଠ ନେତ୍‌ୃତ୍ୱ…