Below header

ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ପ୍ରକାଶିତ, IIT ହାଇଦ୍ରାବାଦ ଜୋନର ଭିସି ରେଡ୍ଡୀ ଟପ୍ପର

ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଚଳିତବର୍ଷ ପରୀକ୍ଷାରେ ହାଇଦ୍ରାବାଦ ଜୋନରୁ ଭିସି ରେଡ୍ଡୀ ଟପ୍‌ କରିଛନ୍ତି । ଏଥିର ପାଖାପାଖି ୧,୮୦,୩୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ଫଳ ଚେକ୍‌ କରିବା ପାଇଁ  jeeadv.ac.in କୁ ଯାଇ ଫଳାଫଳ ଚେକ୍‌ କରିପାରିବେ ।

ଆଇଆଇଟି ଗୌହ୍ବାଟୀ ପକ୍ଷରୁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଚଳିତବର୍ଷ ପରୀକ୍ଷାରେ ହାଇଦ୍ରାବାଦ ଜୋନରୁ ଭିସି ରେଡ୍ଡୀ ଟପ୍‌ କରିଛନ୍ତି । ପରୀକ୍ଷା ଫଳ ଚେକ୍‌ କରିବା ପାଇଁ  jeeadv.ac.in କୁ ଯାଇ ଫଳାଫଳ ଚେକ୍‌ କରିପାରିବେ ।

ଚଳିତବର୍ଷ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ କରାଯାଇଥିଲା । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ରହିଥିଲା । ସେହିପରି ଦ୍ବିତୀୟ ସିଫ୍ଟ ୨.୩୦ ମିନିଟରୁ ୫.୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା ।

ପରୀକ୍ଷା ଫଳ ଚେକ୍‌ କରିବା ପାଇଁ ପ୍ରାର୍ଥୀ ରେଜିଷ୍ଟ୍ରେସନ ନମ୍ବର ଏବଂ ଜନ୍ମତାରିଖ ଦେଇ ଲଗଇନ କରି ଦେଖିପାରିବେ । ଏଥିର ପାଖାପାଖି ୧,୮୦,୩୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୪୩,୭୭୩ ଜଣ ଉତ୍ତୀର୍ଣ୍ଣ  ହୋଇଛନ୍ତି ।

କେମିତି ଚେକ୍‌ କରିବେ ରେଜଲ୍ଟ :

ଜେଇଇ ଆଡଭାନ୍ସ ପରୀକ୍ଷା ରେଜଲ୍ଟ ଦେଖିବା ପାଇଁ ଅଫିସିଆଲ ୱେବସାଇଟ୍‌  jeeadv.ac.in କୁ ଯାଆନ୍ତୁ ।

ତା’ ପରେ ହୋମ ପେଜରେ ରେଜଲ୍ଟ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ନିଜର ଆଇଡି ଏବଂ ପାସୱାର୍ଡ  ଦେଇ ସବମିଟ୍‌ କରନ୍ତୁ ।

ଏବେ ସ୍କ୍ରିନରେ ରେଜଲ୍ଟ ଦେଖିବାକୁ ମିଳିବ ।

ଏହାପରେ ରେଜଳ୍ଟ ଉପରେ କ୍ଲିକ୍‌ କରି ଡାଉନଲୋଡ କରିଦିଅନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ ଚେକ୍‌ କରନ୍ତୁ ;

https://result23.jeeadv.ac.in/

https://jeeadv.ac.in/documents/Paper1_Final_Answer_Keys.pdf

https://jeeadv.ac.in/documents/Paper2_Final_Answer_Keys.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.