Below header
Browsing Tag

jee advance exam

ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ପ୍ରକାଶିତ, IIT ହାଇଦ୍ରାବାଦ ଜୋନର ଭିସି ରେଡ୍ଡୀ ଟପ୍ପର

ଆଇଆଇଟି ଗୌହ୍ବାଟୀ ପକ୍ଷରୁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଚଳିତବର୍ଷ ପରୀକ୍ଷାରେ ହାଇଦ୍ରାବାଦ ଜୋନରୁ ଭିସି ରେଡ୍ଡୀ ଟପ୍‌ କରିଛନ୍ତି । ପରୀକ୍ଷା ଫଳ ଚେକ୍‌ କରିବା ପାଇଁ  jeeadv.ac.in କୁ ଯାଇ ଫଳାଫଳ ଚେକ୍‌ କରିପାରିବେ । ଚଳିତବର୍ଷ ପରୀକ୍ଷା ଦୁଇଟି ସିଫ୍ଟରେ…

ଆଜି ଜେଇଇ ଆଡଭାନ୍ସ , ରାଜ୍ୟରେ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର(କେନ୍ଯୁଜ୍): ଆଜି ଜେଇଇ ଆଡଭାନ୍ସ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ଏବଂ ଦ୍ଵିତୀୟ ସିଟିଂ ଅପରାହ୍ନ ସାଢେ ୨ଟାରୁ ସାଢେ ୫ଟା । ଦେଶର ୭ ଶହରୁ ଅଧିକ ପରୀକ୍ଷା କେନ୍ଦ୍ରରେ ହେବାକୁ ଯାଉଛି ଏହି ପରୀକ୍ଷା । ଜେଇଇ ମେନ୍‌ରେ…