ମଧ୍ୟ ପ୍ରଦେଶ: ଶପଥ ନେବା ପରେ ସୁପର ଆକ୍ଟିଭ୍‌ ହେଲେ ନୂଆ ସିଏମ୍‌ ମୋହନ ଯାଦବ, ଧାର୍ମିକ ସ୍ଥଳୀରେ ଲାଉଡ୍‌ ସ୍ପିକର ବ୍ୟାନ୍‌

ମଧ୍ୟ ପ୍ରଦେଶରେ ଲାଉଡ୍‌ ସ୍ପିକର ଉପରେ ପ୍ରତିବନ୍ଧକ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ମାତ୍ରେ ନୂଆ ସିଏମ୍‌ ମୋହନ ଯାଦବ ପ୍ରଥମ ବଡ଼ ନିଷ୍ପତ୍ତି ନେଇଛନ୍ତି। ସିଏମ୍‌ ହେବା ପରେ ସେ ପ୍ରଥମ ଆଦେଶ ଜାରି କରିଛନ୍ତି ଏବଂ ଲାଉଡ୍‌ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।

ଏହି ଆଦେଶ ମୁତାବକ, ଧାର୍ମିକ ଏବଂ ସାର୍ବଜନିକ ସ୍ଥଳୀରେ ଲାଉଡ୍‌ ସ୍ପିକର ବାଜିପାରିବ ନାହିଁ। ଏହି ଆଦେଶ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନକୁ ଦର୍ଶାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.