ପୁଣି କମିଲା ରନ୍ଧନ ଗ୍ୟାସ୍‌ ଦର

ନୂଆଦିଲ୍ଲୀ : କମିଲା ରନ୍ଧନ ଗ୍ୟାସ୍‌ ଦର । ସବସିଡି ଗ୍ୟାସ୍‌ ସିଲିଣ୍ଡର ଉପରେ ୧.୪୬ ପଇସା ଓ ଅଣସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡର ପିଛା ୩୦ ଟଙ୍କା କମିଛି । ଚଳିତ ମାସ ତୃତୀୟଥର ପାଇ୍ୟ ରନ୍ଧନ ଗ୍ୟାସ୍‌ ଦର କମ୍‌ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଦର କମିଥିବା ଯୋଗୁଁ ଭାରତରେ ମଧ୍ୟ ଏଲ୍‌ପିଜି ମୂଲ୍ୟ ହ୍ରାସ ପାଇଛି ବୋଲି ଆଇଓସି କହିଛି । ଏବେ ଦିଲ୍ଲୀରେ ଏଲ୍‌ପିଜି ଦର ୬୫୯ ଟଙ୍କା ହେବ ।

 

Leave A Reply

Your email address will not be published.