ବରଗଡ଼ : ଜଳିଗଲା ତେଲ ଟ୍ୟାଙ୍କର

ବରଗଡ଼ : ୬ନଂ ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ସୋୟାଂ ଛକ ପାଖରେ ତେଲ ଟ୍ୟାଙ୍କର ଓଲଟିବା ପରେ ଜଳିଯାଇଛି। ତେବେ ଘଟଣା ପରେ ଗାଡ଼ିର ଡ୍ରାଇଭର, ହେଲପର୍‌ ଓ ରାସ୍ତାକଡ଼ରେ ଥିବା ଜଣେ ଚଣା ବିକାଳିଙ୍କ ପତ୍ତା ମିଳୁନାହିଁ । ତେଣୁ ସେମାନେ ନିଆଁରେ ଜଳିଯାଇଥିବା ଆଶଙ୍କା କରାଯାଉଛି । ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରୁଛନ୍ତି।

Leave A Reply

Your email address will not be published.