Below header
Browsing Tag

oil tanker

ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଗଲା ତେଲ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

କରଞ୍ଜିଆ: ହୋଟେଲ ଭିତରକୁ ପଶିଗଲା ଟ୍ୟାଙ୍କର। ଅଲ୍ପକେ ବର୍ତ୍ତିଲେ ହୋଟେଲ କର୍ମଚାରୀ। ୪୯ ନମ୍ବର ଜାତୀୟ ରାଜପଥ ପଦ୍ମପୁରଠାରେ ଥିବା କନକ ରେସିଡେନ୍‌ସିରେ ପଶିଗଲା ରିଲାଏନ୍ସ ତେଲ ଟ୍ୟାଙ୍କର। ଗାଡିଟି ଯାଉଥିବାବେଳେ ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଯାଇଥିଲା। ତେବେ ଏନେଇ ଖବର ପାଇ…

ଗଜପତି : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ବୋହି ନେଲେ ଲୋକ

ଗଜପତି : କିଏ ସାର୍ଟରେ ବୋହି ନେଉଛି ତ ଆଉ କିଏ ବୋହି ନେଉଛି ଗାମୁଛାରେ । ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ବୋହି ନେବାକୁ ଲୋକଙ୍କ ଭିଡ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡା ମାର୍ଲଭା ଘାଟିରେ । ଆଜି ଦୁର୍ଘଟଣା ହୋଇଥିବା ହୋଇଥିବା ଏକ ଟ୍ୟାଙ୍କରରୁ ଡିଜେଲ୍ ନିର୍ଗତ ହୋଇଥିଲା ।…

ବରଗଡ଼ : ଜଳିଗଲା ତେଲ ଟ୍ୟାଙ୍କର

ବରଗଡ଼ : ୬ନଂ ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ସୋୟାଂ ଛକ ପାଖରେ ତେଲ ଟ୍ୟାଙ୍କର ଓଲଟିବା ପରେ ଜଳିଯାଇଛି। ତେବେ ଘଟଣା ପରେ ଗାଡ଼ିର ଡ୍ରାଇଭର, ହେଲପର୍‌ ଓ ରାସ୍ତାକଡ଼ରେ ଥିବା ଜଣେ ଚଣା ବିକାଳିଙ୍କ ପତ୍ତା ମିଳୁନାହିଁ । ତେଣୁ ସେମାନେ ନିଆଁରେ ଜଳିଯାଇଥିବା ଆଶଙ୍କା କରାଯାଉଛି । ପୋଲିସ ଓ…