Below header

ମା’ ନା ପିଶାଚିନୀ, ୧୭ ମହଲାରୁ ନବଜାତକକୁ ଫିଙ୍ଗିଲା ଜନ୍ମଦାତ୍ରୀ

ମୁମ୍ବାଇରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଦୋହାଲାଇ ଦେବ। ଜଣେ ମା’ ନିଜର ନବଜାତ ଶିଶୁକୁ କୋଠାର ୧୭ ମହଲାରୁ ତଳକୁ ଫୋପାଡି ଦେଇଛି। ଏହି ଘଟଣା ଗତ ଗୁରୁବାର ଦିନ ସନ୍ଧ୍ଯା ବେଳେ ଘଟିଯାଇଛି। ଗତ କାଲି କାଦଂବିଲରେ ଜୟଭାରତ ସୋସାଇଟୀର ଏସଆରଏ ବିଲ୍ଡିଂ ପରିସରରୁ ଶିଶୁଟିକୁ ମ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ରିପୋର୍ଟ ଅନୁଯାୟୀ ଗତ କାଲି ସନ୍ଧ୍ଯାଂ ୫ ଟାରେ ନବଜାତ ଶିଶୁଟିକୁ ବିଲ୍ଡିଂ ପରିସରରୁ ଉଦ୍ଧାର କରାଯାଇଛି। ଆଖପାଖରେ ଥିବା ଲୋକମାନେ ଏହି ବିଷୟରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସର ପ୍ରାଥମିକ ଯାଞ୍ଚରେ ଖବର ସାମ୍ନାକୁ ଆସିଛି ନବଜାତ ଶିଶୁର ମା’ ନିଜେ ଗତ ଗୁରୁବାର ଦିନ ଅପରାହ୍ନ ସମୟରେ ନିଜ ଫ୍ଲାଟର ବାର୍ଥରୁମ୍ ରେ ଶିଶୁଟିକୁ ଜନ୍ମ ଦେବା ପରେ ଝରକା ପଟେ ନିଜେ ହିଁ ଶିଶୁଟିକୁ ଫୋପାଡି ଦେଇଛି। ପୋଲିସ ବୟାନ ଅନୁଯାୟୀ ମହିଳା ଜରକ ନବଜାତ ଶିଶୁକୁ ଏହିକାରଣରୁ ଫୋପାଡି ଦେଇତଇଲେ କାରଣ ତାଙ୍କ ସ୍ବାମୀ ତାଙ୍କୁ ଠିକ୍ ଭାବେ ଦେଖାଶୁଣା କରୁନଥିଲେ। ଏହିକାରଣରୁ ମହିଳା ଜଣକ ଛୋଟ ଶିଶୁକୁ କୋଠାରୁ ଫୋପାଡି ମାରିଦେଇଛନ୍ତି।

ଏହାସହ ପଢନ୍ତୁ: କାହିଁକି ସଂସଦ ଭବନକୁ ଦୌଡି ଦୌଡି ଗଲେ ରେଳମନ୍ତ୍ରୀ ପୀୟୂଷ ଗୋଏଲ

କାଂଦବାଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ବର୍ତ୍ତମାନେ ଉକ୍ତ ମହିଳାଙ୍କୁ ଗିରଡ଼ଫ କରିପାରିବୁ ନାହିଁ, କାରଣ ବର୍ତ୍ତମାନ ଉକ୍ତ ମହିଳା ଏବଂ ତାଙ୍କ ସ୍ବାମୀଙ୍କର ବୟାନ ଜାରି କରାଯିବା ସହ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.