Below header

ମାଫିଆ ମୁଖତାର୍‌ ଅନସାରୀଙ୍କ ଭାଇ ଅଫଜାଲ୍‌ଙ୍କ ଲୋକସଭା ସଦସ୍ୟତା ରଦ୍ଦ, କୋର୍ଟ ଶୁଣାଇଥିଲେ ୪ ବର୍ଷ ଜେଲ୍‌ଦଣ୍ଡ

ମାଫିଆ ମୁଖତାର୍‌ ଅନସାରୀଙ୍କ ବଡ଼ ଭାଇ ଅଫଜାଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି। ଲୋକସଭା ସଚିବାଳୟ ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।

ମାଫିଆ ମୁଖତାର୍‌ ଅନସାରୀଙ୍କ ବଡ଼ ଭାଇ ଅଫଜାଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି। ଲୋକସଭା ସଚିବାଳୟ ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।

ଅଫଜାଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଗ୍ୟାଙ୍ଗଷ୍ଟର ମାମଲାରେ ଗାଜୀପୁର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଅଫଜାଲଙ୍କୁ ୪ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.