Browsing Tag

top news

ମୁକେଶ ଅମ୍ବାନୀ କିଣିଲେ ଭାରତର ପ୍ରଥମ ବୋଇଙ୍ଗ୍‌ 737 MAX 9, ଦାମ୍‌ ୧୦୦୦ କୋଟି !

ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ଦେଶର ପ୍ରଥମ 'ବୋଇଙ୍ଗ୍‌ 737 MAX 9' କିଣିଛନ୍ତି । ଏହି ଅଲଟ୍ରା ଲଙ୍ଗ୍‌ ରେଞ୍ଜ ବିଜନେସ୍‌ ଜେଟ୍‌ର ଦାମ୍‌ ପାଖାପାଖି ୧୦୦୦ କୋଟି ଟଙ୍କା । ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଖରେ ରହିଛି ଆହୁରି ୯ଟି ପ୍ରାଇଭେଟ୍‌ ଜେଟ୍‌ର ଭଣ୍ଡାର । ନିକଟରେ…

କୋଲକାତା କାଣ୍ଡ: IMAର ବଡ଼ ନିଷ୍ପତ୍ତି, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତା ନିଲମ୍ବିତ

କୋଲକାତାର ଆରଜି କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରଠାରୁ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି । ଏହାକୁ ନେଇ ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ମାମଲାରେ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ମଧ୍ୟ ସିବିଆଇ ପଚରାଉଚରା…

୬୦, ୭୦ ହଜାର ଟଙ୍କା ବେସିକ୍‌ ଦରମାରେ କେତେ ମିଳିବ ପେନ୍‌ସନ୍‌ ? ଜାଣନ୍ତୁ UPSର ହିସାବ

ୟୁନିଫାଏଡ୍ ପେନ୍‌ସନ୍‌ ସ୍କିମ୍ (ୟୁପିଏସ୍) ଘୋଷଣା ହେବା ପରେ ଏବେ ଲୋକମାନେ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଲୋକେ ଏହା ମଧ୍ୟ ଜାଣିବାକୁ ଚାହାନ୍ତି ଯେ ଯଦି ବର୍ତ୍ତମାନ କେହି ଅବସର ନିଅନ୍ତି, ତେବେ UPS ଅଧୀନରେ ତାଙ୍କୁ କେତେ ପେନ୍‌ସନ୍‌ ରାଶି ମିଳିବ ? ଏଠାରେ ଆମେ କିଛି ବେସିକ୍‌…

ଶିମ୍‌ଲାରେ ଭୂସ୍ଖଳନ, ଖବରକାଗଜ ନେଇ ଯାଉଥିବା ଗାଡ଼ି ଉପରେ ପାହାଡ଼ରୁ ଖସିଲା ପଥର; ୧ ମୃତ

ହିମାଚଳ ପ୍ରଦେଶରେ କାଲକା-ଶିମ୍‌ଲା ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଛି । ଏହା ସଂସ୍ପର୍ଶରେ ଆସି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂଚନା ମୁତାବକ, ରାଜ୍ୟର ସୋଲନ୍‌ ଜିଲ୍ଲାରେ କାଲକା-ଶିମ୍‌ଲା ଜାତୀୟ ରାଜପଥରେ ଏକ ଏସ୍‌ୟୁଭି ଖବରକାଗଜ ନେଇ…

ଜମ୍ମୁ-କାଶ୍ମୀର: କୂଅ ଭିତରୁ ମିଳିଲା ୪୯ଟି ଜୀବନ୍ତ ଗୁଳି, ପାକିସ୍ତାନ ସୀମାବର୍ତ୍ତୀ ଗାଁରେ କୋକୁଆ ଭୟ

ଜମ୍ମୁ-କାଶ୍ମୀରର ସାମ୍ବାରେ ମଙ୍ଗଳବାର ସନ୍ଧ୍ୟାରେ ଏକ କୂଅ ଭିତରୁ ମିଳିଛି ୪୯ଟି ଜୀବନ୍ତ ଗୁଳି । ଏହି ଅଞ୍ଚଳ ଭାରତ-ପାକିସ୍ତାନ ସୀମା ସଂଲଗ୍ନ ହୋଇଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏତେ ସଂଖ୍ୟକ ଗୁଳି ମିଳିବାକୁ ନେଇ ଏଠାରେ ହଇଚଇ ସୃଷ୍ଟି ହୋଇଛି । କୂଅ ସଫେଇ ବେଳେ ଏହି ସମସ୍ତ…

ଭାରତର ସ୍ୱଦେଶୀ ମହାକାଶ ଶିଳ୍ପ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

ସ୍ୱଦେଶୀ ମହାକାଶ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ୧୦୦୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଏକ ଦଶନ୍ଧିରେ ଭାରତୀୟ ମହାକାଶ ଅର୍ଥନୀତି ପାଞ୍ଚ ଗୁଣ ବୃଦ୍ଧି ପାଇବ । ଏହା ଏକ ଭେଞ୍ଚର କ୍ୟାପିଟାଲ ଫଣ୍ଡ, ଯାହା…

‘ବେଓ୍ଵଫା ସନମ୍‌’ର ଅଭିନେତା କ୍ରିଶନ୍‌ କୁମାରଙ୍କ ଝିଅ ତିଶାଙ୍କ ୨୦ ବର୍ଷ ବୟସରେ ନିଧନ, କ୍ୟାନ୍ସରରେ ଥିଲେ ପୀଡ଼ିତ

ଅଭିନେତା ତଥା ପ୍ରଯୋଜକ କ୍ରିଶନ୍‌ କୁମାରଙ୍କ ଝିଅ ତିଶା କୁମାରଙ୍କ ୨୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ଟି-ସିରିଜ୍‌ର ସିଇଓ ଭୂଷଣ କୁମାରଙ୍କ ସମ୍ପର୍କୀୟ ଭଉଣୀ ତିଶା ଜୁଲାଇ ୧୮ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ବର୍ଷ ଧରି ସେ କ୍ୟାନ୍ସର ସହ ଲଢ଼େଇ କରୁଥିଲେ । ତିଶାଙ୍କ…

ବିକ୍ରି ହେବ ସୁକେଶ ଚନ୍ଦ୍ରଶେଖରଙ୍କର ୨୬ ବିଳାସପୂର୍ଣ୍ଣ କାର୍‌, ପତ୍ନୀଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀ ଲୀନା ପାଲୋଜାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ଼ ଝଟ୍‌କା । କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ନିମ୍ନ ଅଦାଲତ ଇଡିକୁ ଅନୁମତି ପ୍ରଦାନ କରି ସୁକେଶଙ୍କ ବିଳାସପୂର୍ଣ୍ଣ କାର୍‌ଗୁଡ଼ିକର ନିଲାମୀ ପାଇଁ ଯେଉଁ ଆଦେଶ…

ଆସାମରେ ବନ୍ୟା ସ୍ଥିତିରେ ମାମୁଲି ସୁଧାର, ୧୨.୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ମୃତକଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ଆସାମରେ ବନ୍ୟା ସ୍ଥିତି ଜଟିଳ ରହିଛି । ଲକ୍ଷ ଲକ୍ଷ ଲୋକଙ୍କ ବିସ୍ଥାପନ ସହିତ ରାଜ୍ୟରେ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଆଉ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ…

ନେପାଳରେ ଭାଙ୍ଗିଲା ‘ପ୍ରଚଣ୍ଡ’ ସରକାର, ପୁଷ୍ପ କମଲ ଦହଲ ସଂସଦରେ ହାରିଲେ ଆସ୍ଥା ଭୋଟ୍‌

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ଲାଗିଛି ବଡ଼ ଝଟ୍‌କା । ସଂସଦରେ ଆସ୍ଥା ଭୋଟ୍‌ ହାରି ଯାଇଛନ୍ତି ପ୍ରଚଣ୍ଡ । ୧୯ ମାସ ଶାସନରେ ରହିବା ପରେ ଏବେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍‌-ୟୁଏମ୍‌ଏଲ୍‌…

ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ବଡ଼ ଆଶ୍ୱସ୍ତି, ଏହି ମାମଲାରେ କୋର୍ଟ କଲେ ଦୋଷମୁକ୍ତ

ଲୋକପ୍ରିୟ ସିନେ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଗୁରୁବାର ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଦୋଷମୁକ୍ତ କରିଛନ୍ତି । ପୂର୍ବତନ ସାଂସଦ ଜୟାପ୍ରଦା ୨୦୧୯ ସାଧାରଣ…

ଅଗଷ୍ଟ ୧୧ରେ NEET PG ପରୀକ୍ଷା, ରହିବ ଦୁଇଟି ଶିଫ୍ଟ

ଘୋଷଣା ହେଲା NEET PG ପରୀକ୍ଷା ତାରିଖ । ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍‌ଜାମିନେଶନ ଇନ୍‌ ମେଡିକାଲ୍‌ ସାଇନ୍ସେଜ୍‌ (NBEMS) ନିଟ୍‌ ପିଜିର ନୂଆ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ଜାରି କରିଛି । ଅଗଷ୍ଟ ୧୧ରେ ପରୀକ୍ଷା ଆୟୋଜନ ହେବ । ଦୁଇଟି ଶିଫ୍ଟରେ ପରୀକ୍ଷା କରାଯିବ । ଏସ୍‌ଓପି ଏବଂ…