Below header

ରେଳ ଧାରଣା କଡ଼ରେ ମୟୁରଙ୍କ ନାଚ, ଥରେ ଦେଖନ୍ତୁ ଏହି ଭିଡିଓ

ତାମିଲନଡୁ : ଦକ୍ଷିଣ ଭାରତରେ ବନ୍ୟାସ୍ଥିତିର ଅନେକ କରୁଣ ଚିତ୍ର ଆସିଛି। ଏବେ କିନ୍ତୁ ତାମିଲନଡୁରୁ ଏକ ଚିତ୍ର ସମସ୍ତଙ୍କୁ ବେଶ ପ୍ରଫୁଲ୍ଲିତ କରିଛି। ରାମନାଥପୁର ଜିଲ୍ଲାର ମଣ୍ଡପମ ଅଞ୍ଚଳର ଏକ ରେଳ ଧାରଣା କଡ଼ରେ ବହୁ ସଂଖ୍ୟାରେ ମୟୁର ପୁଚ୍ଛ ମେଲାଇ ନାଚ କରଥିବା ଦେଖାଦେଇଛି। ଏଭଳି ଅଦ୍ଭୁତ ଦୃଶ୍ୟ ଅନେକଙ୍କୁ ବେଶ ଆନନ୍ଦ ଦେଇଛି। ବହୁ ସଂଖ୍ୟାରେ ଲୋକ ଏହାକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ବହୁ ଦିନ ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ସୋସିଆଲ ମିଡିଆ ୟୁଜର୍ସମାନେ ମତ ରଖିଛନ୍ତି।

ଦେଖନ୍ତୁ ଏହି ଭିଡିଓ:

video courtesy :ANI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.