Below header

ଜୈସାଲମେରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଯବାନଙ୍କ ସହ ମୋଦିଙ୍କ ଦୀପାବଳି । ଜୈସାଲମେର ଲୋଙ୍ଗେଓ୍ଵାଲା ପୋଷ୍ଟରେ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ସୀମାରେ ଶତ୍ରୁ ରାଷ୍ଟ୍ର ଚୀନ୍‌ ଓ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ଏହା ସହ ଶୁଣାଇଛନ୍ତି ଭାରତୀୟ ବୀର ଯବାନଙ୍କ ଗାଥା । କହିଛନ୍ତି, ଭାରତ ବୁଝାମଣାରେ ବିଶ୍ୱାସ କରେ ଆଉ ବୁଝାଏ । କିନ୍ତୁ ଦେଶର ସାର୍ବଭୌମତା ଓ ଅଖଣ୍ଡତାକୁ କେହି ଆଖି ଉଠାଇ ଚାହିଁଲେ ଭାରତ ବରଦାସ୍ତ କରିବ ନାହିଁ ବରଂବିପକ୍ଷକୁ ଦୃଢ ସ୍ୱରରେ ପ୍ରତିବାଦ କରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.