Below header

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଚାଷୀଙ୍କ ଠାରୁ ଆରମ୍ଭ କରି ଅର୍ଥନୀତି ଯାଏ ଦେଲେ ସନ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାଷୀଙ୍କ ଠାରୁ ଆରମ୍ଭ କରି ଅର୍ଥନୀତି ଯାଏ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି । ବିଶେଷ କରି ଦେଶ ପାଇଁ କୃଷକ, ବୈଜ୍ଞାନିକ ଏବଂ ସୈନିକ ପ୍ରଂଶସାର ପାତ୍ର । ରାଷ୍ଟ୍ରପତି କହିଥିଲେ ବର୍ଷ ୨୦୨୦ ଅନେକ ଶିକ୍ଷା ଦେଇଛି ।

କରୋନା ମହାମାରୀ ବିରୋଦ୍ଧରେ ପୁରା ବିଶ୍ୱ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ତାର ସାମ୍ନା କରିଛି । ସ୍ୱାସ୍ଥ୍ୟକର୍ମୀଙ୍କ ବଳିଦାନ ସହ କୋଭିଡ୍‌ ଯୋଦ୍ଧାଙ୍କ କାର୍ଯ୍ୟ ବେସ୍‌ ପ୍ରଶଂସନୀୟ କହିଥିଲେ ରାଷ୍ଟ୍ରପତି । କୃଷି କ୍ଷେତ୍ରରେ ସୁଧାର ପାଇଁ ଲମ୍ବା ସମୟର ଅପେକ୍ଷା ଥିଲା, ଏଥିପାଇଁ କେନ୍ଦ୍ର ସରକାର ନୂଆ କୃଷି ଆଇନ ଆଣିଛନ୍ତି, ଯାହା ଚାଷୀଙ୍କୁ ଲଭ ପହଞ୍ଚାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.