ଚଳିତବର୍ଷ ପାଇଁ ୬ ଜଣ ଓଡ଼ିଆଙ୍କୁ ମିଳିବ ପଦ୍ମ ସମ୍ମାନ,ଜଣଙ୍କୁ ପଦ୍ମ ବିଭୂଷଣ ଓ ୫ ଓଡ଼ିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

କେନ୍ୟୁଜ୍(ବ୍ୟୁରୋ):  ଚଳିତବର୍ଷ ପାଇଁ ୬ ଜଣ ଓଡ଼ିଆଙ୍କୁ ମିଳିବ ପଦ୍ମ ସମ୍ମାନ । ଜଣଙ୍କୁ ପଦ୍ମ ବିଭୂଷଣ ଓ ୫ ଓଡ଼ିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମ ବିଭୂଷଣ ପୁରସ୍କାର ।

ସେହିଭଳି ବିଶିଷ୍ଟ ସଂସ୍କୃତି ଗବେଷକ ଡକ୍ଟର ରଜତ କରଙ୍କୁ ମିଳିବ ପଦ୍ମଶ୍ରୀ । ସାହିତ୍ୟ ଓ ଶିକ୍ଷା ପାଇଁ ତାଙ୍କୁ ମନୋନୀତ କରାଯାଇଛି । ସେହିପରି ରାୟଗଡ଼ାର ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ ଓ କଳା କ୍ଷେତ୍ରରେ ପୂର୍ଣ୍ଣମାସୀ ଜାନୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.