Below header

ଭର୍ଚୁାଲରେ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

କେନ୍ୟୁଜ୍(ବ୍ୟୁରୋ): ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ମୋଦି-ବାଇଡେନ୍‌ କଥାବାର୍ତ୍ତା । ଭର୍ଚୁାଲରେ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ୟୁକ୍ରେନ୍‌ରେ ଯୁଦ୍ଧ ସ୍ଥିତି ନେଇ କହିଲେ ମୋଦି । ଯୁଦ୍ଧ ସମୟରେ ୟୁକ୍ରେନ୍‌ରେ ପାଖାପାଖି ୨୦ ହଜାର ଭାରତୀୟ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ ।

ଯୁଦ୍ଧ ସମୟରେ ରୁଷ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ବହୁବାର ଫୋନ୍‌ରେ କଥା ହୋଇଥିବା କହିଛନ୍ତି ମୋଦି । କେବଳ ଶାନ୍ତି ବଜାୟ ରଖିବା ପାଇଁ ନୁହଁ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ୟୁକ୍ରେନ୍‌ ସହ ସିଧାସଳଖ କଥା ହେବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.