Below header

କରୋନାରୁ ନେଇ ଟ୍ବିଟ୍ କଲେ ପ୍ରିୟଙ୍କା ଗାନ୍ଧି, ଦେଲେ ଏଭଳି ସଚେତନତା ବାର୍ତ୍ତା

ବର୍ତ୍ତମାନ ଚାରିଆଡେ କରୋନାରୁ ନେଇ ଭୟର ବାତାବରଣ ଖେଳିବାରେ ଲାଗିଛି । ଏହି ପରିସ୍ଥିତିରେ ପ୍ରିୟଙ୍କା ଗାନ୍ଧି ଏକ ଟ୍ବିଟ୍ କରିଛନ୍ତି । ଟ୍ବିଟରେ ସେ କରୋନାକୁ ନେଇ ଲୋକମାନଙ୍କୁ ସଚେତନାତାର ବାର୍ତ୍ତା ଦେଇଛନ୍ତି । ଟ୍ବିଟରେ ପ୍ରିୟଙ୍କା କହିଛନ୍ତି କି, ଆଜି ସାରା ବିଶ୍ବ ସମେତ ଆମ ଦେଶ ଭାରତ ମଧ୍ଯ କରୋନା ଭଳି ଏକ ଭୟଙ୍କର ଭାଇରସର କବଜାରେ ଆସିସାରିଛି । ଫଳରେ ଏକ ଦାୟିତ୍ବବାନ୍ ନାଗରିକ ହିସାବରେ ଆମକୁ କିଛି ଛୋଟ ଛୋଟ ପଦକ୍ଷପ ଉପରେ ବିଶେଷ ସାବଧାନ ଅବଲମ୍ବନ କରିବାକୁ ପଡିବ । ଯାହା ଦ୍ବାରା ଆମେ ଏହି ମହାମାରୀକୁ ଚାରିଆଡେ ବ୍ଯାପିବାଡାରୁ ରୋକିପାରିବା । ଆସନ୍ତୁ ମିଳିମିଶି ଏକାଠି ହୋଇ ଏହି ମହାମାରୀକୁ ପରାସ୍ତ କରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.