ରିଜେକଟେଡ୍‌ ରାଜନେତା : କିଏ କାହାକୁ କହିଲେ?

ନୂଆଦିଲ୍ଲୀ : ତୁମେ ଜଣେ ରିଜେକଟେଡ୍‌ ବା ପ୍ରତ୍ୟାଖ୍ୟାତ ରାଜନେତା । ପ୍ରଥମେ ତୁମକୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ପରେ ସବୁ ରାଜନୈତିକ ଦଳ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ପ୍ରତି ସିଧାସଳଖ ଏଭଳି ମନ୍ତବ୍ୟ ଦେଇଚନ୍ତି ବିଜେପି ବିଧାୟକ ଓମ ପ୍ରକାଶ ଶର୍ମା । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କେଜରିଓ୍ଵାଲଙ୍କ ଆପ୍‌ ଦଳର ଆଭିମୁଖ୍ୟକୁ ନେଇ ବିଧାୟକ ଶର୍ମା ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟକୁ ନେଇ ଦିଲ୍ଲୀ ବିଧାନସଭାରେ ଝଡ଼ ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.