Below header

ଅନୁପ୍ରବେଶକାରୀଙ୍କୁ ଦେଶର କୋଣେ କୋଣେ କୋଣେ କରାଯିବ ଯାଞ୍ଚ

ଦେଶ ଭିତରେ ବେଆଇନ ଭାବେ ରହିଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯିବ। କେନ୍ଦ୍ର ସରକାର ଏହ କାର୍ଯ୍ୟ ଜୋରଦାର କରିବେ ବୋଲି ଆଜି ଲୋକସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ସେହିପରି ବେଆଇନ ଭାବେ ଦେଶ ଭିତରୁ ସୀମା ପାର ହୋଇ ଆସିିଥିବା ବିଦେଶୀ ନାଗରିକଙ୍କୁ ମଧ୍ୟ ଚିହ୍ନଟ କରାଯିବ ବୋଲି ଅମିତ ଶାହ କହିଛନ୍ତି। ଯେଉଁମାନେ ସୀମା ପାର ହୋଇ ଭାରତ ଭିତରକୁ ଆସିଯାଇଛନ୍ତି, ସେମାନଙ୍କୁ ଧରିବା ଲାଗି ଦେଶର ପାଦେ ପାଦେ ଯାଂଚ କରାଯିବ ବୋଲି ଅମିତ ଶାହ ସୂଚନା ଦେଇଛନ୍ତି। ଆନ୍ତର୍ଜାତୀକ ଆଇନ ଅନୁଯାୟୀ ସେମାନଙ୍କୁ ନିଜ ଦେଶକୁ ପଠାଇବା ପାଇଁ ଭାରତ ସରକାର ବ୍ୟବସ୍ଥା ଗ୍ରହଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.