Below header

ଜାପାନରେ ତାଣ୍ଡବ ରଚିବ ଟାଇଫୁନ୍ ଲାନ୍, ଭୟଙ୍କର ରୂପ ନେଇ ଆଗକୁ ବଢ଼ୁଛି ସାମୁଦ୍ରିକ ଝଡ଼

ଜାପାନରେ ତାଣ୍ଡବ ରଚିବ ଟାଇଫୁନ୍ ଲାନ୍ । ଭୟଙ୍କର ରୂପ ନେଇ ଆଗକୁ ବଢ଼ୁଛି ସାମୁଦ୍ରିକ ଝଡ଼। ଆସନ୍ତାକାଲି ଓସାକା ନିକଟରେ କରିବ ଲ୍ୟାଣ୍ଡଫଲ । କାଟାଗୋରୀ-୧ ର ରୂପ ନେଇ ଜାପାନ ଉପକୂଳ ଆଡ଼କୁ ଗତି କରୁଛି ଟାଇଫୁନ ଲାନ୍। ୧୨୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ ।

ପଶ୍ଚିମ ଓ କେନ୍ଦ୍ରୀୟ ଜାପାନର ବଡ଼ ଅଞ୍ଚଳ ପ୍ରଭାବିତ ହେବା ଆଶଂକା କରାଯାଉଛି। ପବନ ସହ ପ୍ରବଳ ବର୍ଷା କରାଇବ ଟାଇଫୁନ ଲାନ। ବନ୍ୟା ଓ ଭୂସ୍ଖଳନ ଆଶଂକା କରାଯାଉଛି। ଟାଇଫୁନ ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ପଶ୍ଚିମ ଓ କେନ୍ଦ୍ରୀୟ ଜାପାନାରେ ଆସନ୍ତାକାଲି ବୁଲେଟ ଟ୍ରେନ ସେବା ବନ୍ଦ କରାଯାଇଛି। ସେହିପରି ଶହଶହ ଘରୋଇ ବିମାନ ଏୟାରପୋର୍ଟରେ ଛିଡ଼ା ହୋଇ ରହିବେ। ଜାପାନର ପ୍ରବଳ କ୍ଷୟକ୍ଷତି ଘଟାଇପାରେ ଟାଇଫୁନ ଲାନ୍।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.