Below header

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ବିଜୟୀ, ଘୋଷଣା କଲା ଯୁକ୍ତରାଷ୍ଟ୍ର କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ):  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ବିଜୟୀ ଘୋଷଣା କଲା ଯୁକ୍ତରାଷ୍ଟ୍ର କଂଗ୍ରେସ । ଏନେଇ ଉଭୟଙ୍କୁ ମିଳିଲା ବିଜେତା ସାର୍ଟିଫିକେଟ ।

ଗତ ନଭେମ୍ବର ୩ରେ ହୋଇଥିବା ନିର୍ବାଚନରେ ଉଭୟ ବିଜୟୀ ହୋଇଛନ୍ତି । ଏଭିତରେ ଆସନ୍ତା ୨୦ ତାରିଖରେ ଜୋ ବାଇଡେନଙ୍କୁ କ୍ଷମତାର ଅର୍ଡଲି ଟ୍ରାନସଫର ହେବ ବୋଲି ଟ୍ରମ୍ପ ଟ୍ଵିଟ କରି କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.