Below header

ଟିକା ସଂକଟ ଭିତରେ ବାଇଡେନ ଦେଲେ ଆସ୍ୱସ୍ତି, ବିଭିନ୍ନ ଦେଶକୁ ୮ କୋଟି ଡୋଜ୍‌ ଦେବ ଆମେରିକା

ନୂଆଦିଲ୍ଲୀ : ଟିକା ସଙ୍କଟ ଭିତରେ ଆମେରିକା ଦେଲା ଆଶ୍ୱସ୍ତି । ବାଇଡେନଙ୍କ ବଡ଼ ଘୋଷଣା । ଭାରତ ସମେତ ଦକ୍ଷିଣ ଏସିଆର ବିଭିନ୍ନ ଦେଶକୁ ୮ କୋଟି ଡୋଜ୍‌ ଟିକା ଦେବାକୁ ଘୋଷଣା କରିଛନ୍ତି । ଏଥିରୁ ଆସନ୍ତା କିଛି ମାସ ମଧ୍ୟରେ ଅଢ଼େଇ କୋଟି ଟିକା ବିଭିନ୍ନ ଦେଶକୁ ପଠାଯିବ । ଗ୍ଲୋବାଲ ଆଲୋକେସନ ପ୍ଲାନରେ ଦୁଇଟି ପ୍ରକ୍ରିୟାରେ ଟିକା ବିଭିନ୍ନ ଦେଶକୁ ଯୋଗାଇବ ଆମେରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.