Below header

ଦୁଇ ଦିନିଆ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଏଆଇସିସି ମୁଖପାତ୍ର ପବନ ଖେରା

ଭୁବନେଶ୍ବର (କେନ୍ୟୁଜ୍) : ଦୁଇ ଦିନିଆ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଏଆଇସିସି ମୁଖପାତ୍ର ପବନ ଖେରା । ଅନୁଗୁଳ ଓ ସମ୍ବଲପୁର କାର୍ୟ୍ୟକ୍ରମରେ ସେ ଯୋଗଦେବେ । ରାଫେଲ ଡିଲ୍ ନେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ୟ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତି ଅନୁଯାୟୀ ୧୦୦ ଜଣ କଂଗ୍ରେସ ନେତା, ରାଫେଲ ଦୁର୍ନୀତି ନେଇ ଦେଶବ୍ୟାପୀ ଜନମତ ସୃଷ୍ଟି କରିବେ । ରାଫେଲ ଦୁର୍ନୀତି ପାଇଁ ଓଡ଼ିଶାର ୩୦ରୁ ୪୦ ହଜାର ଯୁବକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିବା କହିଛନ୍ତି ପବନ ଖେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.