Below header

ଡିଜାଇନକୁ ନେଇ ବିବାଦ ଘେରରେ ଗୁରୁପ୍ରିୟା ସେତୁ

ମାଲକାନଗିରି (କେନ୍ୟୁଜ୍) : ଡିଜାଇନକୁ ନେଇ ବିବାଦ ଘେରରେ ଗୁରୁପ୍ରିୟା ସେତୁ । ସେତୁର ଉଚ୍ଚତାକୁ ନେଇ ବିବାଦ ଉପୁଜିଛି । ବାଲିମେଳା ଜଳଭଣ୍ଡାରର ଜଳପତନ ବିପଦ ସଙ୍କେତରୁ ୫ ଫୁଟ୍ କମ୍ ରହିଛି । ୧୯୮୦ ମସିହା ପରେ ୧୫୧୭ ଫୁଟ୍ ଛୁଇଁଲେ ହିଁ ଗେଟ୍ ଖୋଲାଯାଇଥାଏ । କିନ୍ତୁ ଚଳିତବର୍ଷ ୧୫୧୨ ଫୁଟରୁ ତରବରିଆ ଭାବେ ଗେଟ୍ ଖୋଲାଯାଇଛି । ୪ ନମ୍ବର ଓ ୭ନମ୍ବର ଦୁଇଟି ଗେଟ୍ ଖୋଲିବା ଦ୍ୱାରା ପ୍ରତି ସେକେଣ୍ଡରେ ୨୦ହଜାର କ୍ୟୁସେକ ପାଣି ନଦୀକୁ ଯାଉଛି । ଫଳରେ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏପଟେ ବିଭାଗ କିନ୍ତୁ ଏକଥାକୁ ଅସ୍ୱୀକାର କରିବା ସହ ଜଳ ପ୍ରବେଶକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଥିବା କହିଛି । ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.