Browsing Tag

gurupriya bridge

ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି, ଗୁରା ସେତୁରେ ବିଏସଏଫ କ୍ୟାମ୍ପ କଲେ ପରିଦର୍ଶନ

ମାଲକାନଗିରି: ମାଲକାନଗିରିରେ ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଗୁରା ସେତୁରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି ଡିଜି । ଏହାସହ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲ, ଅଙ୍ଗନବାଡି ଓ ରାସ୍ତା ପାଇଁ ଗାଁଲୋକ ଦାବି…

ଡିଜାଇନକୁ ନେଇ ବିବାଦ ଘେରରେ ଗୁରୁପ୍ରିୟା ସେତୁ

ମାଲକାନଗିରି (କେନ୍ୟୁଜ୍) : ଡିଜାଇନକୁ ନେଇ ବିବାଦ ଘେରରେ ଗୁରୁପ୍ରିୟା ସେତୁ । ସେତୁର ଉଚ୍ଚତାକୁ ନେଇ ବିବାଦ ଉପୁଜିଛି । ବାଲିମେଳା ଜଳଭଣ୍ଡାରର ଜଳପତନ ବିପଦ ସଙ୍କେତରୁ ୫ ଫୁଟ୍ କମ୍ ରହିଛି । ୧୯୮୦ ମସିହା ପରେ ୧୫୧୭ ଫୁଟ୍ ଛୁଇଁଲେ ହିଁ ଗେଟ୍ ଖୋଲାଯାଇଥାଏ । କିନ୍ତୁ ଚଳିତବର୍ଷ ୧୫୧୨ ଫୁଟରୁ…

ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ: ଉଦ୍‌ଘାଟିତ ହେଲା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ

ମାଲକାନଗିରି :  ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ । ଉଦ୍‌ଘାଟିତ ହେଲା ମାଲକାନଗିରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁର ଉଦ୍‌ଘାଟନ କରି ପରିଦର୍ଶନ କରିଛନ୍ତି । ବିଛିନ୍ନାଞ୍ଚଳର ୧୦ଟି ପଞ୍ଚାୟତକୁ ଏହି ସମ୍ପର୍କର ସେତୁ ଯୋଡିଛି ।…

ଗୁରୁପ୍ରିୟା ସେତୁ ହେଲା ଉଦ୍‌ଘାଟନ : ପୂରଣ ହେଲା ବିରାଟ ସ୍ୱପ୍ନ

ମାଲକାନଗିରି : ଏକ ବିରାଟ ସ୍ୱପ୍ନ, ଯାହା ପୂରଣ ହେଲା। ଏକ ବର୍ଷ ବର୍ଷର ଆବଶ୍ୟକତା ଯାହାର ସମାଧାନ ହେଲା। ପାଞ୍ଚ ଦଶନ୍ଧିର ପ୍ରକ୍ରିୟା ପରେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରେ ଉଦ୍‌ଘାଟନ ହେଲା ଗୁରୁପ୍ରିୟା ସେତୁ। ହସ ଫୁଟିଛି ବିଚ୍ଛିନ୍ନାଞ୍ଚଳବାସୀଙ୍କ ମୁହଁରେ। ଅନେକ ଘାତ ପ୍ରତିଘାତ,…

ଦୀର୍ଘ ଅପେକ୍ଷାର ଅନ୍ତ : ଆଜି ଉଦଘାଟନ ହେବ ଗୁରୁପ୍ରିୟା ସେତୁ

ମାଲକାନଗିରି : ବିଛିନ୍ନାଞ୍ଚଳକୁ ଫିଟିବ ବାଟ। ଆଜି ଉଦଘାଟନ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚିତ୍ରୋକୋଣ୍ଡାରୁ ଜାନବାଇ ପର୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥା…

ଖୋଲିବ ଲାଇଫ୍ ଲାଇନ୍ : କାଲି ଉଦ୍‌ଘାଟନ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ

ମାଲକାନଗିରି :  ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ ଲାଇନ୍‌ ଗୁରୁପ୍ରିୟା ସେତୁ । ଏହା କେବଳ ସେତୁ ନୁହେଁ, ଇଂଜିନିୟର ଓ ସୁରକ୍ଷାବଳଙ୍କ ପ୍ରତୀକ । କାମ ଆରମ୍ଭଠୁ ମାଓବାଦୀଙ୍କ ଭୟରେ ବହୁ ଠିକାସଂସ୍ଥା ଅଧାରୁ କାମ ଛାଡ଼ିଥିଲେ । ଶେଷରେ ୨୦୧୪ରେ ଠିକା ନେଇଥିବା କୋଲକାତାର ଏକ ସଂସ୍ଥା…

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବ ଗୁରୁପ୍ରିୟା ସେତୁ : ଉଦଘାଟନ ପୂର୍ବରୁ ଶ୍ରେୟକୁ ନେଇ ପଲିଟିକ୍ସ

ମାଲକାନଗିରି  : ୧୯୮୬ରୁ ୨୦୧୮ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ ଲାଇନ୍‌ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଲାଗିଲା ୩୨ବର୍ଷ । କାମ ଆରମ୍ଭଠୁ ଶେଷ ଯାଏଁ ମାଓବାଦୀଙ୍କ ଭୟରେ ବହୁ ଠିକା ସଂସ୍ଥା ଅଧାରୁ କାମ ଛାଡ଼ିଥିଲେ । ଶେଷରେ ୨୦୧୪ରେ ଠିକା ନେଇଥିବା…