Below header

କେନ୍ଦ୍ରାପଡା : ପୁଣି ଅଜଣା ଜନ୍ତୁ ଭୟ, ଆକ୍ରମଣରେ ୬ଟି ମେଣ୍ଢା ମୃତ

କେନ୍ଦ୍ରାପଡା (କେନ୍ୟୁଜ୍) : ପୁଣି ଅଜଣା ଜନ୍ତୁ ଭୟ। ଜନ୍ତୁ ଆକ୍ରମଣରେ ୬ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଳକ୍ ମଙ୍ଗଳପୁର ଭୂୟାଁସାହିରେ ଏକ ଅଜଣା ଜନ୍ତୁ ମେଣ୍ଢାଙ୍କୁ ମାରିଥିବା ସନ୍ଦେହ କରାଯାଉଛି । ଗତକାଲି ରାତିରେ ଗାଁର ବୀରବର ଭୂୟାଁଙ୍କ ଗୁହାଳରେ ୬ଟି ମେଣ୍ଢା ମରିଛନ୍ତି । ମେଣ୍ଡାମାନଙ୍କ ତଣ୍ଟି କଣା କରାଯାଇ ପେଟ ଚିରାଯାଇଛି । ପୂର୍ବରୁ ମଧ୍ୟ ଅଜଣା ଜନ୍ତୁ ଆକ୍ରମଣରେ ୮ଟି ମେଣ୍ଢା ମରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.