Browsing Tag

unknown animal attack

ପୁଣି ନିଆଳିରେ ଅଜଣା ଜନ୍ତୁ ଆକ୍ରମଣ, ୯ ମେଣ୍ଢାଙ୍କ ମୃତ୍ୟୁ

ନିଆଳି (କେନ୍ୟୁଜ): ପୁଣି ଫେରିଲା ଅଜଣା ଜନ୍ତୁଙ୍କ ଆତଙ୍କ। ଗତକାଲି ଅଜଣା ଜନ୍ତୁ ଆକ୍ରମଣରେ ଜଣଙ୍କ ଗୁହାଳରୁ ୯ ମେଣ୍ଢା ପ୍ରାଣ ହରାଇଥିବା ବେଳେ ଗୋଟିଏ ମେଣ୍ଢା ଗୁରୁତର ହୋଇଛି। ଚାରି ଦିନ ମଧ୍ୟରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଠାକୁର ପୋଖରୀ ସାହିରେ ଅଜଣା…

ଅଜଣା ଜନ୍ତୁ ଆକ୍ରମଣ, ପୁଣି ନିଆଳିରେ ୬ ମେଣ୍ଢା ମୃତ

କଟକ: କଟକ ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ। ଗୋଟିଏ ମାସ ମଧ୍ୟରେ ଚତୁର୍ଥ ଥର ପାଇଁ ମେଣ୍ଢା ମୃତ୍ୟୁ। ମାସକରେ ଗଲାଣି ୨୨ ମେଣ୍ଢାଙ୍କ ଜୀବନ । ତେବେ ଗତକାଲି ବିଳମ୍ବିତ ରାତିରେ ନିଆଳି ବ୍ଲକ ବାଘମାର ଗାଁର ଶରତ ଚନ୍ଦ୍ର କାଠୁଆଙ୍କ ଗୁହାଳରେ ୬ଟି ମେଣ୍ଢା ମରି କି ପଡ଼ିଥିବା ଦେଖିବାକୁ…

ଅଜଣା ଜନ୍ତୁଙ୍କୁ ଧରିବାକୁ ତତ୍ପର ହେଲା ବନବିଭାଗ, ବସାଗଲା ଯନ୍ତା

ନିଆଳି(କେନ୍ୟୁଜ): ପୁଣି ଫେରିଛି ଅଜଣା ଜନ୍ତୁ। ତିନି ବର୍ଷ ତଳେ କଟକ ଜିଲ୍ଲା ନିଆଳି ବ୍ଲକରେ ଆତଙ୍କ ସୃଷ୍ଟି କରିଥିଲା ଅଜଣା ଜନ୍ତୁ। ଅଜଣା ଜନ୍ତୁ ଆକ୍ରମଣରେ ହଜାର ହଜାର ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ପୁଣି ଏବେ ସେହି ଆତଙ୍କ ଫେରିଛି। ଏଣୁ ବନବିଭାଗ ଟିମ୍ ଗତ କାଲି ନିଆଳିରେ ପହଞ୍ଚି ଯନ୍ତା…

କେନ୍ଦ୍ରାପଡା : ପୁଣି ଅଜଣା ଜନ୍ତୁ ଭୟ, ଆକ୍ରମଣରେ ୬ଟି ମେଣ୍ଢା ମୃତ

କେନ୍ଦ୍ରାପଡା (କେନ୍ୟୁଜ୍) : ପୁଣି ଅଜଣା ଜନ୍ତୁ ଭୟ। ଜନ୍ତୁ ଆକ୍ରମଣରେ ୬ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଳକ୍ ମଙ୍ଗଳପୁର ଭୂୟାଁସାହିରେ ଏକ ଅଜଣା ଜନ୍ତୁ ମେଣ୍ଢାଙ୍କୁ ମାରିଥିବା ସନ୍ଦେହ କରାଯାଉଛି । ଗତକାଲି ରାତିରେ ଗାଁର ବୀରବର ଭୂୟାଁଙ୍କ ଗୁହାଳରେ ୬ଟି…