Below header

ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରରେ ୪୩୭୪ ଟେକ୍ନିକାଲ ଅଫିସର ପଦବୀ ଖାଲି, ରେଜିଷ୍ଟ୍ରେସନ ଆସନ୍ତାକାଲିରୁ ଆରମ୍ଭ

ଚାକିରି କରିବାକୁ ଇଚ୍ଛୁକ ।ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରର ଆଟମିକ ଏନର୍ଜି ବିଭାଗରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି ।

ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରର ଆଟମିକ ଏନର୍ଜି ବିଭାଗରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ଟେକ୍ନିକାଲ ଅଫିସର ସମତେ ଟ୍ରେନି ପଦବୀ ପାଇଁ ଭର୍ତ୍ତି କରାଯିବ । ଯେଉଁପ୍ରାର୍ଥୀ ଇଚ୍ଛୁକ ସେମାନେ ଆସନ୍ତାକାଲିରୁ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ barc.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୨ ମଇ ୨୦୨୩ ରହିଛି ।

ପଦବୀ ବିବରଣୀ :୪୩୭୪

ଟେକ୍ନିକାଲ ଅଫିସର/ସି: ୧୮୧
ସାଇଣ୍ଟିଫିକ୍‌ ଆସିଷ୍ଟାଣ୍ଟ/ବି: ୭
ଟେକ୍ନିସିଆନ/ବି: ୨୪
ଟ୍ରେନିଂ ସ୍କିମ କ୍ୟାଟେଗୋରୀ ୧: ୧୨୧୬
କ୍ୟାଟେଗୋରୀ ୨: ୨୯୪୬

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ମଇ ୨୨, ୨୦୨୩ ରହିଛି ।

ଆବେଦନ ଶୁଳ୍କ : ଏହି ପ୍ରକ୍ରିୟା ପାଇଁ ଟେକ୍ନିକାଲ ଅଫିସର/ସି ପଦବୀ ପାଇଁ ୫୦୦ ଟଙ୍କା, ସାଇଣ୍ଟିଫିକ ଆସିଷ୍ଟାଣ୍ଟ/ବି ପାଇଁ ୧୫୦ ଟଙ୍କା ଟେକ୍ନିସିଆନ/ବି ପାଇଁ ୧୦୦ ଟଙ୍କା, ଟ୍ରେନିଂ ସ୍କିମ କ୍ୟାଟେଗୋରୀ ୧ ପାଇଁ ୧୫୦ ଏବଂ କ୍ୟାଟେଗୋରୀ ୨ ପାଇଁ ୧୦୦ ଟଙ୍କା ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ୨୪ ଏପ୍ରିଲରୁ barconlineexam.com ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ;

https://adda247jobs-wp-assets-adda247.s3.ap-south-1.amazonaws.com/jobs/wp-content/uploads/sites/12/2023/04/22100413/5_6206041968204580919.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.