ଆଜି ରବିବାରରେ ଦୁଇଟି ମ୍ୟାଚ୍‌, ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକତା ନାଇଟ୍ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ

ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ଏହାପରେ ୭.୩୦ରେ କୋଲକତା ନାଇଟ୍ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ।

ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ଏହାପରେ ୭.୩୦ରେ କୋଲକତା ନାଇଟ୍ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ।

ରାଜସ୍ଥାନ ୬ ମ୍ୟାଚ୍ ଖେଳି ୪ ଟି ଜିତି ୮ ପଏଣ୍ଟ ପାଇଥିଲା ବେଳେ ଆରସିବି ମଧ୍ୟ ୬ଟି ମ୍ୟାଚ ଖେଳି ୩ଟି ବିଜୟ ପାଇ ୬ ପଏଣ୍ଟ୍ ପାଇଛି। ଯଶସ୍ବୀ ଓ ବଟଲର ଚଳିତ ଆଇପିଏଲର ଶ୍ରେଷ୍ଠ ଓପନିଂ ଯୋଡ଼ି ରହିଥିବା ବେଳେ ମଧ୍ୟକ୍ରମ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ନୀତୀଶ ରାଣାଙ୍କ ନେତୃତ୍ବଧୀନ କେକେଆର୍ ଲଗାତାର ହ୍ୟାଟ୍ରିକ ପରାଜୟ ବରଣ କଲାଣି। ଫଳରେ କେକେଆର୍ ୬ ମ୍ୟାଚରୁ ୨ ଜିତି ୪ ପଏଣ୍ଟ ସହ ଟେବୁଲର ୮ମ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.