ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଆଉ ଜଣଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ

ଗତକାଲି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଗିରଫ ଦାରି ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଗିରଫ ଅଣ ଛାତ୍ରଙ୍କ ନାଁ ସାହିଲ ଦାସ । ସାହିଲ ମହିଷାଖାଲ ବସ୍ତିର । ସାହିଲର ଅପରାଧିକ ପୃଷ୍ଠ ଭୂମି ଆଗରୁ ରହିଛି । ଅନ୍ୟ ଅପରାଧୀଙ୍କୁ ଚି଼ହ୍ନଟ କରି ଠାବ କଲାଣି ପୋଲିସ

କେନ୍ୟୁଜ(ବ୍ୟୁରୋ): ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ । ଗତକାଲି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଗିରଫ ଦାରି ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଗିରଫ ଅଣ ଛାତ୍ରଙ୍କ ନାଁ ସାହିଲ ଦାସ । ସାହିଲ ମହିଷାଖାଲ ବସ୍ତିର । ସାହିଲର ଅପରାଧିକ ପୃଷ୍ଠ ଭୂମି ଆଗରୁ ରହିଛି । ଅନ୍ୟ ଅପରାଧୀଙ୍କୁ ଚି଼ହ୍ନଟ କରି ଠାବ କଲାଣି ପୋଲିସ । ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତି ନାୟକଙ୍କ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.