Below header
Browsing Tag

KKR Vs CSK

ଆଜି ରବିବାରରେ ଦୁଇଟି ମ୍ୟାଚ୍‌, ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକତା ନାଇଟ୍…

ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ଏହାପରେ ୭.୩୦ରେ କୋଲକତା ନାଇଟ୍ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ। ରାଜସ୍ଥାନ ୬ ମ୍ୟାଚ୍ ଖେଳି ୪ ଟି ଜିତି ୮ ପଏଣ୍ଟ ପାଇଥିଲା ବେଳେ…

ଆଇପିଏଲ୍‌ ୨୦୨୦: ଆଜି କୋଲକତା ଟିମ୍‌ ଦେବ ଧୋନିଙ୍କୁ ଟକ୍କର, ଚେନ୍ନାଇ ପାଇଁ କଠିନ ହେବ ମ୍ୟାଚ

ଆଇପିଏଲର ୧୩ ସିଜିର ୨୧ ତମ ମ୍ୟାଚରେ ମୁହାମୁହିଁ ହେବେ ଚେନ୍ନାଇ ଏବଂ କୋଲକତା। କୋଲକତା ଟିମ୍‌ରେ ଭଲ ଖେଳାଳି ରହିଥିବା ସତ୍ତ୍ୱେ ଟିମ୍‌ ଏପର୍ଯ୍ୟନ୍ତ ବେଶ କିଛି ଖାସ୍‌ ପ୍ରଦର୍ଶନ କରିପାରିନାହିଁ। କିନ୍ତୁ ଗତ ମ୍ୟାଚରୁ ଚେନ୍ନାଇ ଜିତି ଟିମ୍‌ର ମନୋବଳ ଦୃଢ ହୋଇଯାଇଛି। ଆବୁଧାବିରେ ଏହି ମ୍ୟାଚ…