Below header

ଆସନ୍ତାକାଲି ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ଯିବ ଭାରତର ଚନ୍ଦ୍ରଯାନ-୨

ଆସନ୍ତାକାଲି ଶ୍ରୀହରିକୋଟା ଲଞ୍ଚ ପ୍ୟାଡ୍ରୁ ଯିବ ଭାରତର ଚନ୍ଦ୍ରଯାନ-୨। ଦିନ ୨.୪୩ ମିନିଟ୍ରେ ହେବ ଉତକ୍ଷେପଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉତକ୍ଷେପଣ ପୂର୍ବରୁ ଚନ୍ଦ୍ରଯାନ-୨ର ପ୍ରାକ୍ ଉତକ୍ଷେପଣ ଅଭ୍ୟାସ ସଫଳ ହୋଇଛି । ପୂର୍ବରୁ ଜୁଲାଇ ୧୫ରେ ଉତକ୍ଷେପଣ ହେବାର ଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲଭି ଏମକେ ଥ୍ରୀର ରକେଟରେ ଅଚାନକ ବୈଷୟିକ ତ୍ରୁଟି ଦେଖାଯିବା ପରେ ଏହାକୁ ସ୍ଥଗିତ ରଖିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ । ମାନବ ବିହୀନ ଚନ୍ଦ୍ରାୟନ ଯାନର ଓଜନ ୩.୮ଟନ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.