ନାଗିନ୍‌ ଶୀତ ଶୁଣୁ ଶୁଣୁ ଦୁଇ ଯୁବତୀ ହୋଇଗଲେ ନାଗୁଣୀ, ଦେଖନ୍ତୁ ଭାଇରଲ ଭିଡିଓ

ଏକତା କପୁରଙ୍କ ନାଗିନ ସିଜିନ ଏବେ ଟିଆରପି ଲିଷ୍ଟ ତାଲିକାର ଉପରେ ରହିଛି। ନାଗିନ ସିରିଅଲର ନୂଆ ଷ୍ଟୋରୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି। ବର୍ତ୍ତମାନ ନାଗିନ ସିଜିନରେ ବିଗବସ୍‌ ବିଜେତା ତେଜସ୍ୱୀ ପ୍ରକାଶ ଏବଂ ସିମ୍ବା ନାଗପାଲ୍‌ ପ୍ରମୁଖ ଭୂମିକାରେ ରହିଛନ୍ତି। ଯାହାକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି।

ଏବେ ଏମିତି ଏକ ଭିଡିଓ ଭାଇରଲ ହୋଇଛି, ଯେଉଁଥିରେ ଦୁଇ ଜଣ ଯୁବତୀ ନାଗିନ ଗୀତରେ ଡ୍ୟାନ୍ସ କରୁ କରୁ ନାଗୁଣୀ ପାଲଟିଯାଇଛନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏହା ସତ ନୁହେଁ। ଭିଡିଓରେ ଦୁଇଜଣ ଯୁବତୀ ନାଗିନ୍‌ ଗୀତରେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ ନାଗୁଣୀ ହୋଇଛନ୍ତି। ସତ ନାଗୁଣୀ ନୁହେଁ ବରଂ ଭିଡିଓରେ ଦୁଇଟି ବେଲ୍ଟ ଦେଖିବାକୁ ମିଳିଛି। ଯାହାକୁ ନେଇ ମିମିସ୍‌ କରାଯାଇଛି।

ଏହି ଭଡିଓ ମେମେ ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି। ଭିଡିଓକୁ ସଂପୂର୍ଣ୍ଣ ଭାବେ ଏଡିଟ୍‌ କରାଯାଇଛି। ଏହି ଭିଡିଓକୁ ନେଇ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଭିଡିଓକୁ ଦେଖି ଲୋକେ ହସି ହସି ଗଡିଯାଉଛନ୍ତି। ଆପଣ ମଧ୍ୟ ଏହି ଭିଡିଓକୁ ଦେଖିଲେ ନିଶ୍ଚିତ ହସି ହସି ଗଡିଯିବେ।

 

View this post on Instagram

 

A post shared by Bhutni_ke (@bhutni_ke_memes)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.