ରାଷ୍ଟ୍ରପତି ଭବନରେ ପହଞ୍ଚି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୁହାଯାଉଛି ଯେ ସେ ରାଷ୍ଟ୍ରପତିଙ୍କ ନିକଟରେ ଲୋକସଭା ଭଙ୍ଗ କରିବାକୁ ସୁପାରିଶ କରିପାରନ୍ତି । ସୂତ୍ର ମୁତାବକ, ଆସନ୍ତା ଜୁନ୍‌ ୮ରେ ପିଏମ୍‌ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦର ଶପଥ ନେଇପାରନ୍ତି ।

Leave A Reply

Your email address will not be published.