Below header

୨୦୨୦ରେ ପଡ଼ୁଛି କେତୋଟି ଛୁଟି ଜାଣନ୍ତୁ ଓ ବୁଲିବା ପାଇଁ ଏବେ ଠାରୁ ବନାନ୍ତୁ ପ୍ଲାନ୍‌

ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୧୯ ଓ ଆରମ୍ଭ ହେବ ନବବର୍ଷ ୨୦୨୦। ନୂଆବର୍ଷ ପାଇଁ ଏବେଠୁ ଲୋକମାନେ ବିଭିନ୍ନ ପ୍ଲାନ୍‌ କରୁଥିବା ଦେଖିବାକୁ ମିଳିଛି। ଯଦି ଆପଣ ବି ୨୦୨୦ରେ ମିଳୁଥିବା ଛୁଟିକୁ ନେଇ ଉତ୍ସାହିତ ଅଛନ୍ତି, ତେବେ ଆସନ୍ତୁ ଜାଣିବା ଆସନ୍ତାବର୍ଷ କେଉଁ କେଉଁ ଦିନ ଛୁଟି ରହିଛି…

ଜାନୁୟାରୀ:

୨୦୨୦ ମସିହା ଜାନୁୟାରୀ ମାସରେ ଅଧିକାଂଶ ଛୁଟି ବୁଧବାର ପଡ଼ୁଛି।
ଜାନୁୟାରୀ ୧ ବୁଧବାର- ନୂଆବର୍ଷର ପ୍ରଥମ ଦିନ
ଜାନୁୟାରୀ ୧୫ ବୁଧବାର- ମକର ସଂକ୍ରାନ୍ତି ବା ପୋଙ୍ଗଲ
ଜାନୁଆରୀ ୨୬ ରବିବାର – ଗଣତନ୍ତ୍ର ଦିବସ
ଜାନୁଆରୀ ୨୯ ବୁଧବାର- ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା

ଫେବ୍ରୁଆରୀ:

ଫେବ୍ରୁଆରୀ ୯ ରବିବାର- ଗୁରୁ ରବିଦାସ ଜୟନ୍ତୀ
ଫେବ୍ରୁଆରୀ ୧୮ ମଙ୍ଗଳବାର- ମହର୍ଷି ଦୟାନନ୍ଦ ସରସ୍ୱତୀ ଜୟନ୍ତୀ
ଫେବ୍ରୁଆରୀ ୨୧ ଶୁକ୍ରବାର- ମହାଶିବରାତ୍ରି

ମାର୍ଚ୍ଚ:

ମାର୍ଚ୍ଚ ୯ ସୋମବାର- ଦୋଳ
ମାର୍ଚ୍ଚ ୧୦ ମଙ୍ଗଳବାର- ହୋଲି
ମାର୍ଚ୍ଚ ୨୫ ବୁଧବାର-ଗୁଡି ପାଡଓ୍ଵା

ଏପ୍ରିଲ:

ଏପ୍ରିଲ ୨ ଗୁରୁବାର- ରାମ ନବମୀ
ଏପ୍ରିଲ ୬ ସୋମବାର- ମହାବୀର ଜୟନ୍ତୀ
ଏପ୍ରିଲ ୧୦ ଶୁକ୍ରବାର- ଗୁଡ ଫ୍ରାଇଡେ
ଏପ୍ରିଲ ୧୨ ରବିବାର- ଇଷ୍ଟର
ଏପ୍ରିଲ ୧୩ ସୋମବାର-ବୈଶାଖୀ

ମେ:

ମେ ୧ ଶୁକ୍ରବାର- ଶ୍ରମିକ ଦିବସ
ମେ ୭ ଗୁରୁବାର- ବୁଧ ପୂର୍ଣ୍ଣିମା
ମେ ୨୫ ସୋମବାର-ଇଦ୍‌-ଉଲ୍‌-ଫିତର

ଜୁନ୍‌:

ଜୁନ୍‌ ୨୩ ମଙ୍ଗଳବାର- ରଥଯାତ୍ରା

ଅଗଷ୍ଟ:

ଅଗଷ୍ଟ ୧ ଶନିବାର- ବକରୀଦ
ଅଗଷ୍ଟ ୩ ସୋମବାର- ରାକ୍ଷୀ ପୂର୍ଣ୍ଣିମା
ଅଗଷ୍ଟ ୧୨ ବୁଧବାର- ଜନ୍ମାଷ୍ଟମୀ
ଅଗଷ୍ଟ ୧୫ ଶନିବାର- ସ୍ୱାଧୀନତା ଦିବସ
ଅଗଷ୍ଟ ୨୨ ଶନିବାର- ଗଣେଶ ପୂଜା
ଅଗଷ୍ଟ ୩୦ ରବିବାର- ମହରମ୍‌
ଅଗଷ୍ଟ ୩୧ ସୋମବାର- ଓନମ୍‌

 

ସେପ୍ଟେମ୍ବର:

ସେପ୍ଟେମ୍ବର ୧୬ ବୁଧବାର – ବିଶ୍ୱକର୍ମା ପୂଜା

ଅକ୍ଟୋବର:

ଅକ୍ଟୋବର ୨ ଶୁକ୍ରବାର- ଗାନ୍ଧୀ ଜୟନ୍ତୀ
ଅକ୍ଟୋବର ୨୫ ରବିବାର- ଦଶହରା
ଅକ୍ଟୋବର ୩୦ ଶୁକ୍ରବାର-ମିଲାଦ-ଉନ୍‌-ନବୀ

ଏହାସହ ପଢ଼ନ୍ତୁ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ଦେବା ପାଇଁ ମିଳିଗଲା ଘାତକ, ଜାଣନ୍ତୁ ତାଙ୍କ ବିଷୟରେ

ନଭେମ୍ବର:

ନଭେମ୍ବର ୧୪ ଶନିବାର- ଦୀପାବଳି
ନଭେମ୍ବର ୩୦- ଗୁରୁ ନାନକ ଜୟନ୍ତୀ

ଡିସେମ୍ବର:

ଡିସେମ୍ବର ୨୫ ଶୁକ୍ରବାର- ବଡ଼ଦିନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.