୫ ମାସ ପରେ ପୁଣି ଇସ୍ରୋର ଆଉ ଏକ ଅଭିଯାନ, ଶ୍ରୀହରିକୋଟାରୁ PSLV-C42ର ଉତକ୍ଷେପଣ

ଆଜି ରାତି ୧୦ ଟା ୮ ମିନିଟରେ ଶ୍ରୀହରିକୋଟାରୁ ଇସ୍ରୋ ଉତକ୍ଷେପଣ କରିବ PSLV-C42। ସାଥିରେ ଯିବ ୟୁନାଇଟଡେ୍ କିଙ୍ଗଡମର ଦୁଇଟି ସାଟଲୋଇଟ୍ NovaSAR ଏବଂ S1-4 । ଏ ଦୁଇଟି ସାଟଲୋଇଟର ଓଜନ ୮୮୯ କିଲୋଗ୍ରାମ । ଉତକ୍ଷେପଣ ଲାଗି ଗତକାଲିଠାରୁ ଅବଗଣନା ଆରମ୍ଭ ହୋଇଯାଇଛି । ଏଥର ଇସ୍ରୋ କୌଣସି ଭାରତୀୟ ସାଟଲାଇଟ୍ ପଠାଉ ନାହିଁ । ଆଜିର ଉତକ୍ଷେପଣ ସଂପୂର୍ଣ୍ଣ ବ୍ୟାବସାୟିକ । ସୁରେ ସାଟଲୋଇଟ ଟକେ୍ନୋଲୋଜି ଲିମିଟଡେ୍ ସଂସ୍ଥା ତାର ଦୁଇଟି ସାଟଲୋଇଟ୍ ପଠାଇବାକୁ ଆଣ୍ଟ୍ରିକ୍ସ ର୍କପୋରସେନ ସହ ଚୁକ୍ତି କରିଥିଲା । ଇସ୍ରୋ ରକଟେରେ ସାଟଲୋଇଟ ପଠାଇବାକୁ ଆଣ୍ଟ୍ରିକ୍ସ ର୍ବତ୍ତମାନ ସୁଦ୍ଧା ୨୮୦ ବିଦଶେୀ ସଂସ୍ଥା ସହ ଚୁକ୍ତି କରି ସାରିଲାଣି । ୫ମାସ ପରେ ଇସ୍ରୋ କୌଣସି ସାଟଲୋଇଟ ମହାକାଶକୁ ପଠାଉଛି । ଏପ୍ରିଲ ୧୨ ତାରିଖରେ PSLV-C41 ଜରିଆରେ IRNSS ସାଟଲୋଇଟ ମହାକାଶକୁ ପଠାଇଥିଲା ଇସ୍ରୋ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.