Below header

ପୁରୀ ବେଳାଭୂମିରୁ ନରକଙ୍କାଳ ଉଦ୍ଧାର

ପୁରୀ (କେନ୍ୟୁଜ୍) : ବେଳାଭୂମିରୁ ନରକଙ୍କାଳ ଉଦ୍ଧାର । ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ସୈକତ ନିବାସ ପାଖରୁ ଗୋଡ ବନ୍ଧାଯାଇ ଅଧାବାଲିରେ ପୋତାଯାଇଥିବା ନରକଙ୍କାଳ ଜବତ ହୋଇଛି । ଏହି କଙ୍କାଳ ଭୁବନେଶ୍ୱରର ଜଣେ ଯୁବକଙ୍କର ବୋଲି ସନ୍ଦେହ କରାଯାଉଛି ।ମେରାଇନ୍ ଥାନା ପୋଲିସ ଓ ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଗତ ୯ ତାରିଖରେ କମଳା ହସ୍ପିଟାଲ ପଛପଟୁ ଏକ ବସ୍ତାରେ ୭ରୁ ଅଧିକ ମଣିଷ ଖପୁରୀ ଜବତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.