Below header

ଆଜି ବିଧାନସଭାରେ ବ୍ୟୟ ମଂଜୁରୀ ବିଲ୍ ଉପରେ ହେବ ଆଲୋଚନା

ଭୁବନେଶ୍ବର (କେନ୍ୟୁଜ୍) : ଆଜି ବିଧାନସଭାରେ ବ୍ୟୟ ମଂଜୁରୀ ବିଲ୍ ଉପରେ ଆଲୋଚନା ହେବ । ଏହି ବିଲ୍ ଆଲୋଚନା ସମୟରେ ବିରୋଧୀ ଦଳ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବେ । ଆସନ୍ତା ୨୦ ତାରିଖ ପର‌୍ୟ୍ୟନ୍ତ ମୌସୁମୀ ଅଧିବେଶନ ଚାଲିବ । ଆଜିକୁ ଛାଡ଼ିଦେଲେ ବାକି ଦୁଇ ଦିନ ସରକାରୀ ଦିବସ ରହିଛି । ବିରୋଧୀ ଦଳ ନେତା କହିଛନ୍ତି ଏହି ତିନି ଦିନ ବହୁ ଗୁରୁତ୍ୱପୁର୍ଣ୍ଣ ପ୍ରସଂଗ କଂଗ୍ରେସ ଉଠାଇବ । ବିଜେଡି କହିଛି ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.